ପୁରୀ: ଏଜେଣ୍ଟଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ୪ ଗିରଫ

ପୁରୀ: ପୁରୀ ବନ୍ଧ ବ୍ୟାଙ୍କ ଏଜେଣ୍ଟଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଅଭିଯୋଗକାରୀ ତୋଫାନ୍‌ ବେହେରାଙ୍କ ସମେତ ଦିପ୍ତି ରଞ୍ଜନ ଦିକ୍ଷୀତ, ରାଜେଶ ରାଉତ ଓ ସୁରଜ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ ହଜାର ୪ଶହ ଟଙ୍କା, ଗୋଟିଏ ବାଇକ ଓ ସ୍କୁଟି ଜବତ କରିଛି।

Bandhanbanklogo

Bandhanbanklogo

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 08:41 PM IST

Sports

Latest News

ପୁରୀ: ପୁରୀ ବନ୍ଧ ବ୍ୟାଙ୍କ ଏଜେଣ୍ଟଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଅଭିଯୋଗକାରୀ ତୋଫାନ୍‌ ବେହେରାଙ୍କ ସମେତ ଦିପ୍ତି ରଞ୍ଜନ ଦିକ୍ଷୀତ, ରାଜେଶ ରାଉତ ଓ ସୁରଜ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ ହଜାର ୪ଶହ ଟଙ୍କା, ଗୋଟିଏ ବାଇକ ଓ ସ୍କୁଟି ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos