ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ପୁରୀରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତିଆରି ହୋଇଛି ବାଲୁକା କଳାକୃତି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏହି କଳା କୃତି ନିର୍ମାଣ  କରିଛନ୍ତି। ୫ଟନ୍‌ ବାଲିରେ ନିର୍ମିତ ଏହି କଳାକୃତିକୁ ବେଳାଭୂମିକୁ ବୁଲି ଆସିଥିବା ପର୍ଯ୍ୟଟକମାନେ ଉପଭୋଗ କରିଛନ୍ତି।

baluka

baluka

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 04:48 AM IST

Sports

Latest News

ପୁରୀ: ପୁରୀରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତିଆରି ହୋଇଛି ବାଲୁକା କଳାକୃତି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏହି କଳା କୃତି ନିର୍ମାଣ  କରିଛନ୍ତି। ୫ଟନ୍‌ ବାଲିରେ ନିର୍ମିତ ଏହି କଳାକୃତିକୁ ବେଳାଭୂମିକୁ ବୁଲି ଆସିଥିବା ପର୍ଯ୍ୟଟକମାନେ ଉପଭୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos