ମତ୍ସଜୀବୀଙ୍କୁ ଦିଆଗଲା ‘ଡିସଟ୍ରେସ୍‌ ଆଲର୍ଟ ସିଷ୍ଟମ୍‌’

ପୁରୀ:ପୁରୀରେ ସମସ୍ତ ମତ୍ସଜୀବୀଙ୍କୁ ସରକାରଙ୍କ ପକ୍ଷରୁ ଆଜି ‘ଡିସଟ୍ରେସ୍‌ ଆଲର୍ଟ ସିଷ୍ଟମ୍‌’ ନାମକ ଉପକରଣ ପ୍ରଦାନ କରାଯାଇଛି। ଏହାଦ୍ୱାରା ମତ୍ସଜୀବୀମାନେ ସମୁଦ୍ରରେ ସୁରକ୍ଷିତ ଯାତ୍ରା କରିପାରିବେ। ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ବେଳେ ଏହା ଆତଙ୍କବାଦୀ ଭଳି  ଅନ୍ୟ କୌଣସି ସନ୍ଦେହଜନକ ଜାହାଜର ଉପସ୍ଥିତ ସମ୍ପର୍କରେ ସୂଚନା ଦେଇ ପାରିବ।

puri

puri

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 02:58 PM IST

Sports

Latest News

ପୁରୀ:ପୁରୀରେ ସମସ୍ତ ମତ୍ସଜୀବୀଙ୍କୁ ସରକାରଙ୍କ ପକ୍ଷରୁ ଆଜି ‘ଡିସଟ୍ରେସ୍‌ ଆଲର୍ଟ ସିଷ୍ଟମ୍‌’ ନାମକ ଉପକରଣ ପ୍ରଦାନ କରାଯାଇଛି। ଏହାଦ୍ୱାରା ମତ୍ସଜୀବୀମାନେ ସମୁଦ୍ରରେ ସୁରକ୍ଷିତ ଯାତ୍ରା କରିପାରିବେ।

ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ବେଳେ ଏହା ଆତଙ୍କବାଦୀ ଭଳି  ଅନ୍ୟ କୌଣସି ସନ୍ଦେହଜନକ ଜାହାଜର ଉପସ୍ଥିତ ସମ୍ପର୍କରେ ସୂଚନା ଦେଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos