କାଣ୍ଡଗୋଦାରେ ହାଡଫୁଟି ଓ ମିଳିମିଳା ବ୍ୟାପୁଛି!

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କାଣ୍ଡଗୋଦା ପଞ୍ଚାୟତରେ ହାଡଫୁଟି ଓ ମିଳିମିଳା ବ୍ୟାପୁଥିବା ଅଭିଯୋଗ ହେଉଛି। ୩ ମାସ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି। ହେଲେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିନି। ଏପର୍ଯ୍ୟନ୍ତ ଗାଁକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯାଇନାହାନ୍ତି ବୋଲି ଅଭିଯୋଗ ହେଉଛି। କାଣ୍ଡଗୋଦା ପଞ୍ଚାୟତ ବ୍ରାହ୍ମଣପଡ଼ା, କାଳସିପଡ଼ା, ପ୍ରଧାନପଡ଼ା ଓ ପାଇକପଡ଼ା ପ୍ରଭୃତି ଗାଁକୁ ନେଇ ଗଠିତ। ଏହି ପଞ୍ଚାୟତରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। […]

pipili

pipili

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 08:23 AM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କାଣ୍ଡଗୋଦା ପଞ୍ଚାୟତରେ ହାଡଫୁଟି ଓ ମିଳିମିଳା ବ୍ୟାପୁଥିବା ଅଭିଯୋଗ ହେଉଛି। ୩ ମାସ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି। ହେଲେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିନି। ଏପର୍ଯ୍ୟନ୍ତ ଗାଁକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯାଇନାହାନ୍ତି ବୋଲି ଅଭିଯୋଗ ହେଉଛି।

କାଣ୍ଡଗୋଦା ପଞ୍ଚାୟତ ବ୍ରାହ୍ମଣପଡ଼ା, କାଳସିପଡ଼ା, ପ୍ରଧାନପଡ଼ା ଓ ପାଇକପଡ଼ା ପ୍ରଭୃତି ଗାଁକୁ ନେଇ ଗଠିତ। ଏହି ପଞ୍ଚାୟତରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଯେଉଁ ନଳକୂପ ରହିଛି ତାହା ଅଚଳ ହୋଇପଡ଼ିଛି। ଅନ୍ୟପକ୍ଷରେ ଭାର୍ଗବୀ ନଦୀରୁ ଯେଉଁ ପାଣି ଯୋଗାଣ ହେଉଛି ତାହା ପାନୀୟ ଯୁକ୍ତ ନୁହଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ହାଡଫୁଟି ଓ ମିଳିମିଳା ପରି ରୋଗ ବ୍ୟାପୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story