ପୁରୀ: ଅଚେତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ପରିଚୟ ମିଳିପାରିନି

ପୁରୀ: ପୁରୀ ଗଣାମଲ୍ଲ ସାହିରୁ ଗତକାଲି ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲେ ହେଁ ତାଙ୍କର ପ୍ରକୃତ ପରିଚୟ ମିଳିପାରି ନାହିଁ। ଗତକାଲି ସେ ଜଳେଶ୍ୱର ଅଞ୍ଚଳର ବୋଲି କହୁଥିବା ବେଳେ ଆଜି ତାଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁରରେ ବୋଲି କହିଛନ୍ତି। ତେଣୁ ପୁରୀ ପୋଲିସ୍ ପଶ୍ଚିମବଙ୍ଗ ପୋଲିସ୍ ସହ ଯୋଗାଯୋଗ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗତ ୪ ତାରିଖରେ ଯୁବତୀ ଜଣଙ୍କ ବାଲେଶ୍ୱରରୁ ଟ୍ରେନ୍ ଯୋଗେ ଏକୁଟିଆ ପୁରୀ […]

resuedwomen

resuedwomen

Rakesh Mallick
  • Published: Friday, 06 January 2017
  • Updated: 06 January 2017, 01:49 PM IST

Sports

Latest News

ପୁରୀ: ପୁରୀ ଗଣାମଲ୍ଲ ସାହିରୁ ଗତକାଲି ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲେ ହେଁ ତାଙ୍କର ପ୍ରକୃତ ପରିଚୟ ମିଳିପାରି ନାହିଁ। ଗତକାଲି ସେ ଜଳେଶ୍ୱର ଅଞ୍ଚଳର ବୋଲି କହୁଥିବା ବେଳେ ଆଜି ତାଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁରରେ ବୋଲି କହିଛନ୍ତି। ତେଣୁ ପୁରୀ ପୋଲିସ୍ ପଶ୍ଚିମବଙ୍ଗ ପୋଲିସ୍ ସହ ଯୋଗାଯୋଗ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗତ ୪ ତାରିଖରେ ଯୁବତୀ ଜଣଙ୍କ ବାଲେଶ୍ୱରରୁ ଟ୍ରେନ୍ ଯୋଗେ ଏକୁଟିଆ ପୁରୀ ଆସିଥିଲେ। ତାଙ୍କ ନିକଟରୁ କିଛି ଫୋନ୍ ନମ୍ବର ମଧ୍ୟ ପୋଲିସ୍ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos