ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରେ ଅଗ୍ନିକାଣ୍ଡ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାରା ମେଘନାଦ ପାଚେରୀ କଡରେ ଅଗ୍ନିକାଣ୍ଡ ଘଟିଛି। ବଡଛତା ମଠ ପଛପାଖ ମେଘନାଦ ପାଚେରୀ କଡରେ ବହୁଦିନ ଦିନ ଧରି ପଡିରହିଥିବା ବାଉଁଶ, କାଠି କୁଟାକୁ କିଏ ଜଣେ ନିଆଁ ଲଗାଇ ଦେଇଥିଲା। ଧୂଆଁ ଦେଖି ଘଟଣାସ୍ଥଳରୁ ଭକ୍ତମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲା। ମଇଳା ଆବର୍ଜନା ପଡିରହିଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।

p

p

Rakesh Mallick
  • Published: Monday, 11 January 2016
  • Updated: 11 January 2016, 08:59 AM IST

Sports

Latest News

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାରା ମେଘନାଦ ପାଚେରୀ କଡରେ ଅଗ୍ନିକାଣ୍ଡ ଘଟିଛି। ବଡଛତା ମଠ ପଛପାଖ ମେଘନାଦ ପାଚେରୀ କଡରେ ବହୁଦିନ ଦିନ ଧରି ପଡିରହିଥିବା ବାଉଁଶ, କାଠି କୁଟାକୁ କିଏ ଜଣେ ନିଆଁ ଲଗାଇ ଦେଇଥିଲା। ଧୂଆଁ ଦେଖି ଘଟଣାସ୍ଥଳରୁ ଭକ୍ତମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲା। ମଇଳା ଆବର୍ଜନା ପଡିରହିଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos