ପୁରୀ: ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର

ପୁରୀ: ପୁରୀ ବାଲିସାହିରୁ ଆଜି ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣଙ୍କ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ତାଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ କି ସେ କାହିଁକି ପୁରୀ ଆସିଥିଲେ।

ଉଦ୍ଧାର କରାଯିବା ବେଳେ ସେ ତାଙ୍କୁ କିଛି ଲୋକ ଗୋଡ଼ାଉଥିଲେ ବୋଲି କହିଥିଲେ।