ପୁରୀରେ ପଞ୍ଚୁକ ବ୍ରତ ଆରମ୍ଭ

ପୁରୀ: ଆଜିଠାରୁ ପୁରୀରେ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି।  ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ଖେଳି ଯାଇଛି। ଏକାଦଶୀରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକକୁ ଭୀଷ୍ମପଞ୍ଚକ ବା ବକପଞ୍ଚକ କୁହାଯାଇଥାଏ। ଆଜି ପ୍ରଥମ ଦିନରେ ଲକ୍ଷ୍ମୀନାରୟଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେବେ। ପଞ୍ଚୁକର ଭିଡକୁ ଦୃଷ୍ଟିରେ ରଖି ସିଂହଦ୍ୱାର ସମ୍ମୁଖରେ ଜିକଯାକ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଦେଇ ଏକମୁଖୀ ରାସ୍ତାରେ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନିଦ୍ୱାରରେ ଭକ୍ତମାନେ […]

panchuka

panchuka

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 06:00 AM IST

Sports

Latest News

ପୁରୀ: ଆଜିଠାରୁ ପୁରୀରେ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି।  ଏଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ଖେଳି ଯାଇଛି। ଏକାଦଶୀରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକକୁ ଭୀଷ୍ମପଞ୍ଚକ ବା ବକପଞ୍ଚକ କୁହାଯାଇଥାଏ। ଆଜି ପ୍ରଥମ ଦିନରେ ଲକ୍ଷ୍ମୀନାରୟଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେବେ। ପଞ୍ଚୁକର ଭିଡକୁ ଦୃଷ୍ଟିରେ ରଖି ସିଂହଦ୍ୱାର ସମ୍ମୁଖରେ ଜିକଯାକ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଦେଇ ଏକମୁଖୀ ରାସ୍ତାରେ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନିଦ୍ୱାରରେ ଭକ୍ତମାନେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କୁ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos