ରାଜଧାନୀରେ ରାହାଗିରି

ଭୁବନେଶ୍ୱର:  ସବୁ ରବିବାର ଭଳି ଆଜି ମଧ୍ୟ ଭୁବନେଶ୍ୱର ଜନପଥରେ ପାଳନ ହେଉଛି ରାହାଗିରି ଦିବସ। ମାଷ୍ଟର କ୍ୟାଣ୍ଟିନ୍‌ରୁ  ରାମ ମନ୍ଦିର  ପର୍ଯ୍ୟନ୍ତ  ଲାଗି ରହିଛି ଲୋକଙ୍କ ଗହଳି। ନାଚ, ଗୀତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ରାଜଧାନୀବାସୀ ମସଗୁଲ ହୋଇଯାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।