ରାସନ କାର୍ଡ ଅନିୟମିତା: ୧୨ରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ

ପୁରୀ: ରାସନ କାର୍ଡ ବଣ୍ଟନରେ ବ୍ୟାପକ ଦୁର୍ନୀତି ଓ ମହାବିଭ୍ରାଟ ହୋଇଥିବା ଅଭିଯୋଗରେ ଆସନ୍ତା ୧୨ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ କମିଟି। ଶନିବାର ପୁରୀରେ ଅନୁଷ୍ଠିତ ଏକ ଦଳୀୟ ବୈଠକରେ କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ କମିଟିର ସଭାପତି ଉମାବଲ୍ଲଭ ରଥ, ନଗର କଂଗ୍ରେସ କମିଟି ସଭାପତି ବିନାୟକ ଦାସ ମହାପାତ୍ର ଉପସ୍ଥିତ ଥିଲେ। ଜିଲ୍ଲାରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲା […]

dist congresh  meeting

dist congresh meeting

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 02:19 PM IST

ପୁରୀ: ରାସନ କାର୍ଡ ବଣ୍ଟନରେ ବ୍ୟାପକ ଦୁର୍ନୀତି ଓ ମହାବିଭ୍ରାଟ ହୋଇଥିବା ଅଭିଯୋଗରେ ଆସନ୍ତା ୧୨ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ କମିଟି। ଶନିବାର ପୁରୀରେ ଅନୁଷ୍ଠିତ ଏକ ଦଳୀୟ ବୈଠକରେ କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ କମିଟିର ସଭାପତି ଉମାବଲ୍ଲଭ ରଥ, ନଗର କଂଗ୍ରେସ କମିଟି ସଭାପତି ବିନାୟକ ଦାସ ମହାପାତ୍ର ଉପସ୍ଥିତ ଥିଲେ। ଜିଲ୍ଲାରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀମାନେ କ୍ଷତିରେ ପଡୁଛନ୍ତି ବୋଲି ମଧ୍ୟ କମିଟି ଅଭିଯୋଗ ଆଣିଛି। ଏହାସହ ରାସନ କାର୍ଡ ପାଇଥିବା ଅଯୋଗ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା କରାଯାଉ ବୋଲି ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାବଲ୍ଲଭ ରଥ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story