ରାସନକାର୍ଡ ଅନିୟମିତତା ଅଭିଯୋଗ: ସମ୍ୱଲପୁର ବିଜେପି ଶାଖାର ବିକ୍ଷୋଭ

ସମ୍ୱଲପୁର: ସମ୍ୱଲପୁର ମହାନଗର ନିଗମ ଅଞ୍ଚଳରେ ରାସନକାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା  ଅଭିଯୋଗ ଆଣି ବିଜେପି ଶାଖା ପକ୍ଷରୁ ଶୁକ୍ରବାର ବିକ୍ଷୋଭ ଓ ଧାରଣା ଦିଆଯାଇଛି। ମହାନଗର ନିଗରରେ ବହୁ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ଶୀଘ୍ର ଚିହ୍ନଟ କରି କାର୍ଡ ଦିଆଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ବସ୍ତିରେ ରହୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜମି ପଟ୍ଟା ଯୋଗାଇ ଦିଆଯାଉ, ପଟ୍ଟା ନ ଥିବାରୁ ପ୍ରକୃତ ହିତାଧିକାରୀମାନେ ଘର ପାଇଁ […]

smb-bjp

smb-bjp

Rakesh Mallick
  • Published: Friday, 18 March 2016
  • Updated: 18 March 2016, 11:45 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ମହାନଗର ନିଗମ ଅଞ୍ଚଳରେ ରାସନକାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା  ଅଭିଯୋଗ ଆଣି ବିଜେପି ଶାଖା ପକ୍ଷରୁ ଶୁକ୍ରବାର ବିକ୍ଷୋଭ ଓ ଧାରଣା ଦିଆଯାଇଛି। ମହାନଗର ନିଗରରେ ବହୁ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ଶୀଘ୍ର ଚିହ୍ନଟ କରି କାର୍ଡ ଦିଆଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।

ବସ୍ତିରେ ରହୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜମି ପଟ୍ଟା ଯୋଗାଇ ଦିଆଯାଉ, ପଟ୍ଟା ନ ଥିବାରୁ ପ୍ରକୃତ ହିତାଧିକାରୀମାନେ ଘର ପାଇଁ ଆବେଦନ କରି ପାରୁନାହାନ୍ତି। ଜିଲ୍ଲା ପ୍ରଶାସନ ଶୀଘ୍ର ଏହାର ସମାଧାନ ନ କଲେ ଆଗକୁ ଆନ୍ଦୋଳନକୁ ଆହୁରି ଅଧିକ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଉପଜିଲ୍ଲାପାଳ ବିମଳେନ୍ଦୁ ରାୟ କହିଛନ୍ତି, “୭ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ କରାଯିବ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ନିଜସ୍ୱ ଘର ଡିହ ଥିବା ହିତାଧିକାରୀମାନେ ଆବେଦନ ପାଇଁ ଯୋଗ୍ୟ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story