ରାସନ୍ କାର୍ଡ ଦାବିରେ ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ

ଆନନ୍ଦପୁର:  ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି ପଞ୍ଚାୟତର ରାସନ୍ କାର୍ଡରୁ ବଞ୍ଚିତ ହିତାଧିକାରୀମାନେ ଆଜି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆନନ୍ଦପୁର ବ୍ଲକ ବିଡିଓ ସୁନୀଲ କୁମାର କେରକେଟାଙ୍କ ଅନୁପସ୍ଥିତରେ ଅତିରିକ୍ତ ବିଡିଓ ମନୋରଞ୍ଜନ ନନ୍ଦ  ସେମାନଙ୍କୁ କାର୍ଡ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ହିତାଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ବସି ରହିଥିଲେ। ପ୍ରଶାସନର ବୈମାତୃକ ମନୋଭାବ, ପ୍ରକୃତ ହିତାଧିକାରୀ ଚୟନରେ ଅନିୟମିତତା ଯୋଗୁଁ ଆର୍ଥିକ ଅନଗ୍ରସର ଲୋକମାନେ ରାସନ‌ କାର୍ଡ […]

anadapur

anadapur

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 11:28 AM IST

Sports

Latest News

ଆନନ୍ଦପୁର:  ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି ପଞ୍ଚାୟତର ରାସନ୍ କାର୍ଡରୁ ବଞ୍ଚିତ ହିତାଧିକାରୀମାନେ ଆଜି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆନନ୍ଦପୁର ବ୍ଲକ ବିଡିଓ ସୁନୀଲ କୁମାର କେରକେଟାଙ୍କ ଅନୁପସ୍ଥିତରେ ଅତିରିକ୍ତ ବିଡିଓ ମନୋରଞ୍ଜନ ନନ୍ଦ  ସେମାନଙ୍କୁ କାର୍ଡ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ହିତାଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ବସି ରହିଥିଲେ। ପ୍ରଶାସନର ବୈମାତୃକ ମନୋଭାବ, ପ୍ରକୃତ ହିତାଧିକାରୀ ଚୟନରେ ଅନିୟମିତତା ଯୋଗୁଁ ଆର୍ଥିକ ଅନଗ୍ରସର ଲୋକମାନେ ରାସନ‌ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ପରିବାର ଭରଣ ପୋଷଣ ପାଇଁ ରାସନ‌୍‍ କାର୍ଡ ଆବଶ୍ୟକତା ଥିବାରୁ ଏଭଳି ପଦକ୍ଷେପ ନେଇଥିବା ହିତାଧିକାରୀ ମାନେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story