ରାସନକାର୍ଡ ହିତାଧିକାରୀ ଚନୟରେ ଅନିୟମିତତା ଅଭିଯୋଗ, ନର୍ଲା ବ୍ଲକ ବାଲସିଙ୍ଗା ପଞ୍ଚାୟତ କର୍ମଚାରୀ ଅଟକ

କଳାହାଣ୍ଡି: ନର୍ଲା ବ୍ଲକ ବାଲସିଙ୍ଗ। ପଞ୍ଚାୟତରେ ରାସନ କାର୍ଡ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହେବା ସହ ଉତ୍ତେଜନା ପ୍ରକାଶ ପାଇଛି। ତାଲିକାରୁ ବାଦ ପଡିଥିବା ଲୋକେ ପଞ୍ଚାୟତ ଅଫିସରେ ତାଲା ପକାଇବା ସହ କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି। ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କ ସମ୍ପର୍କରେ ଭୂଲ ତଥ୍ୟ ଦିଆଯାଇଥିବାରୁ ସେମାନେ ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିବା […]

kalahandi

kalahandi

Rakesh Mallick
  • Published: Friday, 20 November 2015
  • Updated: 20 November 2015, 08:30 AM IST

Sports

Latest News

କଳାହାଣ୍ଡି: ନର୍ଲା ବ୍ଲକ ବାଲସିଙ୍ଗ। ପଞ୍ଚାୟତରେ ରାସନ କାର୍ଡ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହେବା ସହ ଉତ୍ତେଜନା ପ୍ରକାଶ ପାଇଛି। ତାଲିକାରୁ ବାଦ ପଡିଥିବା ଲୋକେ ପଞ୍ଚାୟତ ଅଫିସରେ ତାଲା ପକାଇବା ସହ କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି। ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କ ସମ୍ପର୍କରେ ଭୂଲ ତଥ୍ୟ ଦିଆଯାଇଥିବାରୁ ସେମାନେ ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିବା ସେମାନେ କହିଛନ୍ତି। ତାଲିକାରୁ ବାଦ ପଡିଥିବା ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କୁ ପୁଣି ଥରେ ଚୟନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story