ରାସନ କାର୍ଡ ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ: କାମାକ୍ଷାନଗର ଓ ବୌଦ୍ଧରେ ବିକ୍ଷୋଭ

କାମାକ୍ଷାନଗର/ବୌଦ୍ଧ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକରେ ରାସନ କାର୍ଡ ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ କରି ଶତାଧିକ ଲୋକ ବିକ୍ଷୋଭ କରିଛନ୍ତି। ଏଥିସହ ପଞ୍ଚାୟତ ଅଫିସରେ ଲୋକେ ତାଲା ପକାଇ ଦେଇଛନ୍ତି। ସେମାନଙ୍କ ଅଭିଯୋଗ କରିଛନ୍ତି, ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇ ନ ଥିବା ବେଳେ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରାଯାଇଛି। ତାଲିକା ସଂଶଧୋନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଧମକ ଦେଇଛନ୍ତି। ତେବେ ଏ ନେଇ ବିଭାଗୀୟ […]

bodha

bodha

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 08:14 AM IST

Sports

Latest News

କାମାକ୍ଷାନଗର/ବୌଦ୍ଧ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକରେ ରାସନ କାର୍ଡ ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ କରି ଶତାଧିକ ଲୋକ ବିକ୍ଷୋଭ କରିଛନ୍ତି। ଏଥିସହ ପଞ୍ଚାୟତ ଅଫିସରେ ଲୋକେ ତାଲା ପକାଇ ଦେଇଛନ୍ତି। ସେମାନଙ୍କ ଅଭିଯୋଗ କରିଛନ୍ତି, ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇ ନ ଥିବା ବେଳେ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରାଯାଇଛି। ତାଲିକା ସଂଶଧୋନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଧମକ ଦେଇଛନ୍ତି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେହିପରି ବୌଦ୍ଧ ଜିଲ୍ଲାରେ ମଧ୍ୟ ରାସନକାର୍ଡ ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ ଆସିଛି। ରାସନକାର୍ଡ ପାଇବାରୁ ବଞ୍ଚିତ ଶତାଧିକ ହିତାଧିକାରୀ ବୌଦ୍ଧ ବ୍ଳକ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ କହିଛନ୍ତି ଯେଉଁ ହିତାଧିକାରୀ ଏଥିରୁ ବାଦ୍ ପଡିଛନ୍ତି ଅନୁଧ୍ୟାନ ପରେ ସେମାନଙ୍କୁ ସାମିଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story