ରାୟଗଡ଼ା:ରାସନ କାର୍ଡ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ

ରାୟଗଡ଼ା: ରାସନ କାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଆଜି ମୁନିଗଡ଼ା ବ୍ଲକ ପାତ୍ରପଡା ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନୀୟ ଲୋକ ତାଲା ପକାଇ ଦେଇଛନ୍ତି। ଧନୀ ଶ୍ରେଣୀର ଲୋକଙ୍କୁ ରାସନ କାର୍ଡ ଦିଆଯାଇଥିବା ବେଳେ ବହୁ ଗରିବ ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ହେବାରୁ ଏପରି ନିଷ୍ପତ୍ତି ନେବାକୁ […]

rayagrah

rayagrah

Rakesh Mallick
  • Published: Friday, 01 January 2016
  • Updated: 01 January 2016, 09:17 AM IST

Sports

Latest News

ରାୟଗଡ଼ା: ରାସନ କାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଆଜି ମୁନିଗଡ଼ା ବ୍ଲକ ପାତ୍ରପଡା ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନୀୟ ଲୋକ ତାଲା ପକାଇ ଦେଇଛନ୍ତି। ଧନୀ ଶ୍ରେଣୀର ଲୋକଙ୍କୁ ରାସନ କାର୍ଡ ଦିଆଯାଇଥିବା ବେଳେ ବହୁ ଗରିବ ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ହେବାରୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି ଯେଉଁମାନେ ତାଲିକାରୁ ବାଦ ପଡିଛନ୍ତି ସେମାନଙ୍କୁ ଆଉ ଥରେ ଆବେଦନ କରିବାକୁ କୁହାଯାଇଛି। ୩ମାସ ମଧ୍ୟରେ ସେମାନଙ୍କୁ ନୂଆ କାର୍ଡ ମିଳିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos