ରେସନ କାର୍ଡ ହିତାଧିକାରୀ ଚୟନ ତାଲିକାରେ ବ୍ୟାପକ ଅନିୟମିତତା ଅଭିଯୋଗ: ଗୁଣପୁର ବ୍ଲକ୍ ଅଫିସ୍ ଘେରିଲେ ଲୋକେ

ଗୁଣପୁର: ରେସନ କାର୍ଡ ହିତାଧିକାରୀ ଚୟନ ତାଲିକାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଗୁଣପୁରରେ କୁଲି ମଜୁରିଆ ସଂଘର୍ଷ ସମିତି ପକ୍ଷରୁ ସୋମବାର ବ୍ଳକ୍ ଅଫିସ୍ ଘେରାଉ କରାଯାଇଥିଲା। ଚାଲକମ୍ୱା ପଞ୍ଚାୟତର ବାଦ ପଡିଥିବା ବହୁ ହିତାଧିକାରୀ ସ୍ଥାନୀୟ ଗୁଣପୁର ବାଇପାସ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ୍ ଅଫିସ୍ ନିକଟରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚାଲକମ୍ୱା ପଞ୍ଚାୟତର ପ୍ରାୟ […]

earth

earth

Rakesh Mallick
  • Published: Monday, 07 December 2015
  • Updated: 07 December 2015, 09:24 AM IST

Sports

Latest News

ଗୁଣପୁର: ରେସନ କାର୍ଡ ହିତାଧିକାରୀ ଚୟନ ତାଲିକାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଗୁଣପୁରରେ କୁଲି ମଜୁରିଆ ସଂଘର୍ଷ ସମିତି ପକ୍ଷରୁ ସୋମବାର ବ୍ଳକ୍ ଅଫିସ୍ ଘେରାଉ କରାଯାଇଥିଲା। ଚାଲକମ୍ୱା ପଞ୍ଚାୟତର ବାଦ ପଡିଥିବା ବହୁ ହିତାଧିକାରୀ ସ୍ଥାନୀୟ ଗୁଣପୁର ବାଇପାସ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ୍ ଅଫିସ୍ ନିକଟରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚାଲକମ୍ୱା ପଞ୍ଚାୟତର ପ୍ରାୟ ୧୬୦୦ ଆବେଦନକାରୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୫୦ଟି ରେସନ କାର୍ଡ ଆସିଥିବାରୁ କେହି ହିତାଧିକାରୀ କାର୍ଡ ନେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story