ରାଉରକେଲା: ବସ୍‌ ଦୁର୍ଘଟଣା, ଜଣେ ମୃତ

ରାଉରକେଲା: ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ୧୪୩ ଜାତୀୟ ରାଜପଥରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ବାଇକ୍‌ ଉପରକୁ ଓଲଟି ପଡିବାରୁ ମଟରସାଇକେଲରେ ଯାଉଥିବା ଜଣେ ଓକିଲଙ୍କ ମୃତ୍ୟୁ ଘଟିଛି। ମୃତ ଓକିଲଙ୍କ ନାଁ ରାମ ରତନ ପ୍ରସାଦ ନିରାଲା। ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ବସ୍‌ଯାତ୍ରୀମାନଙ୍କୁ ହସ୍ପିଟାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।  ଚକା ଫାଟି ଯାଇଥିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ  ହୋଇଥିବା କୁହାଯାଉଛି। ବସ୍‌ଟି […]

busturn

busturn

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 05:29 AM IST

Sports

Latest News

ରାଉରକେଲା: ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ୧୪୩ ଜାତୀୟ ରାଜପଥରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ବାଇକ୍‌ ଉପରକୁ ଓଲଟି ପଡିବାରୁ ମଟରସାଇକେଲରେ ଯାଉଥିବା ଜଣେ ଓକିଲଙ୍କ ମୃତ୍ୟୁ ଘଟିଛି। ମୃତ ଓକିଲଙ୍କ ନାଁ ରାମ ରତନ ପ୍ରସାଦ ନିରାଲା।

ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ବସ୍‌ଯାତ୍ରୀମାନଙ୍କୁ ହସ୍ପିଟାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।  ଚକା ଫାଟି ଯାଇଥିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ  ହୋଇଥିବା କୁହାଯାଉଛି।

ବସ୍‌ଟି ବଣେଇରୁ ରାଉରକେଲା ଆସୁଥିଲା।

ବିନା ଫିଟ୍‌ନେସ୍‌ରେ ଯାତ୍ରୀବାହୀ ବସ୍‌ ଚାଲୁ ଥିବାରୁ ରାଉରକେଲା ଆରଟିଓ ନିକଟରେ ଓକିଲ ସଂଘ  ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos