ରାଉରକେଲା: ଅଜଣା ଗାଡ଼ି ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଲିଟିବେଡ଼ାଠାରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ସ୍ଥାନୀୟ ସମଲେଇମୁଣ୍ଡା ଅଞ୍ଚଳର। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରୁ ୬ ବର୍ଷ ବୟସର ବାଳକ ଅଳ୍ପକେ ବର୍ତ୍ତି ଯାଇଛି। ଏମାନେ ତିନି ଜଣ ଏକ ସ୍କୁଟିରେ କୁତ୍ରାପଟରୁ ସମଲେଇମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। କୁତ୍ରା ପୋଲିସ୍‌ ମୃତଦେହକୁ ଜବତ କରି […]

raurkela1

raurkela1

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 08:50 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଲିଟିବେଡ଼ାଠାରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ସ୍ଥାନୀୟ ସମଲେଇମୁଣ୍ଡା ଅଞ୍ଚଳର। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରୁ ୬ ବର୍ଷ ବୟସର ବାଳକ ଅଳ୍ପକେ ବର୍ତ୍ତି ଯାଇଛି।

ଏମାନେ ତିନି ଜଣ ଏକ ସ୍କୁଟିରେ କୁତ୍ରାପଟରୁ ସମଲେଇମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। କୁତ୍ରା ପୋଲିସ୍‌ ମୃତଦେହକୁ ଜବତ କରି ରାଜଗାଙ୍ଗପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story