ରାୟଗଡ଼ା: ଅମ୍ୱାଦଳା ଗାଁରେ ଅଜଣା ରୋଗର ଆତଙ୍କ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅମ୍ୱାଦଳା ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଗାଁର ଅଧିକାଂଶ ବୟସ୍କ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। କାହାର ହାତ ଚଳୁ ନାହିଁ, ତ ଆଉ କାହାର ଗୋଡ଼ ବଙ୍କା ହୋଇଯାଉଛି। କେହି କେହି କଥାବାର୍ତ୍ତା ମଧ୍ୟ କରିପାରୁନାହାନ୍ତି। ବର୍ଷକ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଶଯ୍ୟାଶାୟୀ ହୋଇଛନ୍ତି। ବାରମ୍ବାର ଡାକ୍ତରଖାନା ଯାଇ କିଛି ଲାଭ ନ […]

rayagada

rayagada

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 04:13 AM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅମ୍ୱାଦଳା ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଗାଁର ଅଧିକାଂଶ ବୟସ୍କ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। କାହାର ହାତ ଚଳୁ ନାହିଁ, ତ ଆଉ କାହାର ଗୋଡ଼ ବଙ୍କା ହୋଇଯାଉଛି। କେହି କେହି କଥାବାର୍ତ୍ତା ମଧ୍ୟ କରିପାରୁନାହାନ୍ତି। ବର୍ଷକ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଶଯ୍ୟାଶାୟୀ ହୋଇଛନ୍ତି।

ବାରମ୍ବାର ଡାକ୍ତରଖାନା ଯାଇ କିଛି ଲାଭ ନ ହେବାରୁ ଏବେ ଚେରମୂଳି ଓ ଗୁଣିଗାରେଡ଼ି ଉପରେ ଭରଷା  କରୁଛନ୍ତି। ପ୍ରାୟ ସମସ୍ତେ ଗରିବ ହୋଇଥିବାରୁ ଚିକିତ୍ସା କରାଇବାକୁ ଇଚ୍ଛା ଥିଲେ ମଧ୍ୟ ଯାଇପାରୁ ନ ଥିବା କହିଛନ୍ତି। ଗାଁକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇବା ସହ ରୋଗର କାରଣ ଓ ଚିକିତ୍ସା ବ୍ୟବସ୍ଥା ଲାଗି ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story