ରାୟଗଡ଼ାରେ ବିଜେପି କର୍ମୀ ଓ ପୋଲିସ୍ ଧସ୍ତାଧସ୍ତି

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍‌ରେ ଖଟିଆରେ ପ୍ରସବ ଘଟଣା ଓ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଗୁରୁବାର ଜିଲ୍ଲା ବିଜେପି ଶାଖା ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସମୟରେ ପୋଲିସ୍ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ବିଜେପି କର୍ମୀମାନଙ୍କୁ ଧାରଣାରୁ ହଟାଇବା ସହ ଜିଲ୍ଳା ସଭାପତି ଶିବଶଙ୍କର ଉଲକାଡୁକୁ ଗିରଫ କରିବାପାଇଁ ପୋଲିସ୍ ଉଦ୍ୟମ କରିବା ସମୟରେ ବିଜେପି କର୍ମୀ ଓ ପୋଲିସ୍  ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଡିଆରଡିଏ ସମ୍ମିଳନୀ କକ୍ଷରେ […]

rayagada

rayagada

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 02:25 PM IST

Sports

Latest News

arayagada bjpରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍‌ରେ ଖଟିଆରେ ପ୍ରସବ ଘଟଣା ଓ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଗୁରୁବାର ଜିଲ୍ଲା ବିଜେପି ଶାଖା ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସମୟରେ ପୋଲିସ୍ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ବିଜେପି କର୍ମୀମାନଙ୍କୁ ଧାରଣାରୁ ହଟାଇବା ସହ ଜିଲ୍ଳା ସଭାପତି ଶିବଶଙ୍କର ଉଲକାଡୁକୁ ଗିରଫ କରିବାପାଇଁ ପୋଲିସ୍ ଉଦ୍ୟମ କରିବା ସମୟରେ ବିଜେପି କର୍ମୀ ଓ ପୋଲିସ୍  ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଏହି ସମୟରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ବୈଠକ କରୁଥିବା ବେଳେ ବିଜେପି କର୍ମୀମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ୍ ବିଜେପି କର୍ମୀମାନଙ୍କୁ ରୋକିବାରେ ବିଫଳ ହୋଇଥିଲା। ପରେ ବିଜେପି ରାଜ୍ୟ ସମ୍ପାଦକଙ୍କ ସହ ଜିଲ୍ଲାର ସ୍ୱାସ୍ଥ୍ୟସେବା କିପରି ବିପର୍ଯ୍ୟସ୍ତ ହୋଇପଡ଼ିଛି  ଏନେଇ ଆଲୋଚନା କରିଥିଲେ।

ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଏହାସହିତ ମହିଳା ବିଜେପି କର୍ମୀଙ୍କୁ ପୋଲିସର ଦୁର୍ବ୍ୟବହାର ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଅନ୍ୟପଟେ ପୋଲିସ୍ କହିଛି ଯେ ମହିଳାକର୍ମୀଙ୍କୁ ଦୁର୍ବ୍ୟହାର ପ୍ରଦର୍ଶନ କରାଯାଇ ନାହିଁ। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ୨୦୦ ମିଟର ଭିତରେ ଧାରଣା ଦେଇ ନିୟମ ଉଲ୍ଲଂଘନ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରାୟଗଡ଼ା ଆଇଆଇସି ରବୀନ୍ଦ୍ର ପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story