ରାୟଗଡ଼ା ଏସ୍‌ପି ଅଫିସ ଘେରିଲେ ଡଙ୍ଗରିଆ

ରାୟଗଡ଼ା: ମାଓବାଦୀ ଆଖ୍ୟ ଦିଆଯାଇ ଡଙ୍ଗରିଆ କନ୍ଧମାନଙ୍କୁ ଗିରଫ କରାଯାଉଛି। ଏହାର ପ୍ରତିବାଦରେ ଡଙ୍ଗରିଆ କନ୍ଧମାନେ ଆଜି ପାରମ୍ପରିକ ଅସ୍ତଶସ୍ତ୍ରରେ ସଜ୍ଜିତ ହୋଇ ରାୟଗଡ଼ା ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିଥିଲେ। ଏସ୍‌ପିଙ୍କ ଅନୁପସ୍ଥିତିରେ ଏଏସ୍‌ପି ଦାବିପତ୍ର ଗ୍ରହଣ କରିଥିଲେ। ଗତ ଫେବୃଆରୀ ୧୫ ତାରିଖରେ ମୁନିଗୁଡ଼ା ଥାନା କରଟାରେ ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାରେ ଗିରଫ ସାଇବ ପୁସିକା ମାଓବାଦୀ ନୁହଁନ୍ତି। ଗତ ୨୨ ତାରିଖରୁ ସେ ଜେଲରେ ଅଛନ୍ତି। ତୁରନ୍ତ ତାଙ୍କୁ ଖଲାସ କରିବାକୁ ନିୟମଗିରି […]

dangarea kandha

dangarea kandha

Rakesh Mallick
  • Published: Friday, 10 March 2017
  • Updated: 10 March 2017, 09:54 PM IST

Sports

Latest News

ରାୟଗଡ଼ା: ମାଓବାଦୀ ଆଖ୍ୟ ଦିଆଯାଇ ଡଙ୍ଗରିଆ କନ୍ଧମାନଙ୍କୁ ଗିରଫ କରାଯାଉଛି। ଏହାର ପ୍ରତିବାଦରେ ଡଙ୍ଗରିଆ କନ୍ଧମାନେ ଆଜି ପାରମ୍ପରିକ ଅସ୍ତଶସ୍ତ୍ରରେ ସଜ୍ଜିତ ହୋଇ ରାୟଗଡ଼ା ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିଥିଲେ। ଏସ୍‌ପିଙ୍କ ଅନୁପସ୍ଥିତିରେ ଏଏସ୍‌ପି ଦାବିପତ୍ର ଗ୍ରହଣ କରିଥିଲେ।

ଗତ ଫେବୃଆରୀ ୧୫ ତାରିଖରେ ମୁନିଗୁଡ଼ା ଥାନା କରଟାରେ ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାରେ ଗିରଫ ସାଇବ ପୁସିକା ମାଓବାଦୀ ନୁହଁନ୍ତି। ଗତ ୨୨ ତାରିଖରୁ ସେ ଜେଲରେ ଅଛନ୍ତି। ତୁରନ୍ତ ତାଙ୍କୁ ଖଲାସ କରିବାକୁ ନିୟମଗିରି ସୁରକ୍ଷା ସମିତି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story