ରାୟଗଡ଼ା: ବସ୍ ଦୁର୍ଘଟଣାରେ ୨୫ ଆହତ

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ବନ୍ଧୁଗାଁ ନିକଟରେ ବସ୍ ଦୁର୍ଘଟଣା ହୋଇଛି। ସିରୁଗୁଡ଼ି ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିବା ଫଳରେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କାରଯାଇଛି। ବସଟି ରାୟଗଡ଼ାରୁ ନାରାୟଣପାଟଣା ଯାଉଥିଲା। ଘାଟି ନିକଟସ୍ଥ ବିଏସ୍ଏଫ୍ କ୍ୟାମ୍ପର ଯବାନମାନେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

rayagrah

rayagrah

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 02:59 AM IST

Sports

Latest News

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ବନ୍ଧୁଗାଁ ନିକଟରେ ବସ୍ ଦୁର୍ଘଟଣା ହୋଇଛି। ସିରୁଗୁଡ଼ି ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିବା ଫଳରେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କାରଯାଇଛି। ବସଟି ରାୟଗଡ଼ାରୁ ନାରାୟଣପାଟଣା ଯାଉଥିଲା। ଘାଟି ନିକଟସ୍ଥ ବିଏସ୍ଏଫ୍ କ୍ୟାମ୍ପର ଯବାନମାନେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos