ରାୟଗଡ଼ା: ରାୟପୁର-ବିଶାଖାପାଟଣା ଟ୍ରେନରେ ଯାଞ୍ଚ

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ବିଷମକଟକ ଷ୍ଟେସନରେ ରେଳବାଇ ବାଣିଜ୍ୟ ବିଭାଗ ଦ୍ୱାରା ରାୟପୁର-ବିଶାଖାପାଟଣା ଟ୍ରେନକୁ ଯାଞ୍ଚ କରାଯାଇଛି।  ସମ୍ୱଲପୁର ଏଡିସିନାଲ୍ କମର୍ସିଏଲ୍‌ ମ୍ୟାନେଜର ବିଜୟ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଭୋରରୁ ଏହି ପାସେଞ୍ଜର ଟ୍ରେନରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ଟ୍ରେନରେ ବେଆଇନ ଭାବେ ବିନା ବୁକିଙ୍ଗରେ ନିଆ ଯାଉଥିବା ବହୁ ସାମଗ୍ରୀ ଠାବ କରାଯାଇଛି। ରେଳ ବିଭାଗ ପକ୍ଷରୁ ଏହି ସବୁ ସାମଗ୍ରୀର ମୂଲ୍ୟାୟନ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ […]

rayagrah

rayagrah

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 08:28 AM IST

Sports

Latest News

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ବିଷମକଟକ ଷ୍ଟେସନରେ ରେଳବାଇ ବାଣିଜ୍ୟ ବିଭାଗ ଦ୍ୱାରା ରାୟପୁର-ବିଶାଖାପାଟଣା ଟ୍ରେନକୁ ଯାଞ୍ଚ କରାଯାଇଛି।  ସମ୍ୱଲପୁର ଏଡିସିନାଲ୍ କମର୍ସିଏଲ୍‌ ମ୍ୟାନେଜର ବିଜୟ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଭୋରରୁ ଏହି ପାସେଞ୍ଜର ଟ୍ରେନରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ଟ୍ରେନରେ ବେଆଇନ ଭାବେ ବିନା ବୁକିଙ୍ଗରେ ନିଆ ଯାଉଥିବା ବହୁ ସାମଗ୍ରୀ ଠାବ କରାଯାଇଛି। ରେଳ ବିଭାଗ ପକ୍ଷରୁ ଏହି ସବୁ ସାମଗ୍ରୀର ମୂଲ୍ୟାୟନ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos