ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ୧୦ ଆହତ, ଜଣେ ମୃତ

କେନ୍ଦ୍ରାପଡ଼ା/ପୁରୀ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଙ୍ଗୁଳେଇ ନିକଟରେ ଆଜି ସକାଳେ ଏକ ବସ୍ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍ ଡ୍ରାଇଭର ସମେତ ୮ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଓରତ ଘାଟରୁ କଟକ ଅଭିମୁଖେ ଯାଉଥିବା ବେଳେ ବସଟିର ଏକ ମିନି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ସେହିପରି ପୁରୀ-ଭୁବନେଶ୍ୱର ରାସ୍ତାର ହରେକୃଷ୍ଣପୁର […]

accident

accident

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 09:27 AM IST

Sports

Latest News

କେନ୍ଦ୍ରାପଡ଼ା/ପୁରୀ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଙ୍ଗୁଳେଇ ନିକଟରେ ଆଜି ସକାଳେ ଏକ ବସ୍ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍ ଡ୍ରାଇଭର ସମେତ ୮ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଓରତ ଘାଟରୁ କଟକ ଅଭିମୁଖେ ଯାଉଥିବା ବେଳେ ବସଟିର ଏକ ମିନି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।

ସେହିପରି ପୁରୀ-ଭୁବନେଶ୍ୱର ରାସ୍ତାର ହରେକୃଷ୍ଣପୁର ଛକ ନିକଟରେ ଆଜି  ଏକ ଅଟୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ପୁରୀର ପି. ମନ୍ମଥ ସୁବୁଦ୍ଧି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story