ଋଣ ଶୁଝି ନ ପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

କଟକ: ଘରୋଇ କମ୍ପାନୀର ଋଣ ଶୁଝି ନ ପାରି କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବେହେରା ସାହିର ଜଣେ ମହିଳା ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲକ୍ଷ୍ମୀପ୍ରିୟା ଦଳେଇ (୬୫)। ଆଜି ସକାଳେ ଲକ୍ଷ୍ମୀପ୍ରିୟାଙ୍କୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହା ପରେ ସେମାନେ ସଦର ଥାନାକୁ ଖବର ଦେଇଥିଲେ। ପୋଲିସ୍ ମୃତଦେହଟିକୁ ଜବତ କରିବା ସହିତ ଏହାକୁ ବ୍ୟବଚ୍ଛେଦ ପାଇଁ […]

former dead

former dead

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 10:30 AM IST

Sports

Latest News

କଟକ: ଘରୋଇ କମ୍ପାନୀର ଋଣ ଶୁଝି ନ ପାରି କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବେହେରା ସାହିର ଜଣେ ମହିଳା ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲକ୍ଷ୍ମୀପ୍ରିୟା ଦଳେଇ (୬୫)।

ଆଜି ସକାଳେ ଲକ୍ଷ୍ମୀପ୍ରିୟାଙ୍କୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହା ପରେ ସେମାନେ ସଦର ଥାନାକୁ ଖବର ଦେଇଥିଲେ। ପୋଲିସ୍ ମୃତଦେହଟିକୁ ଜବତ କରିବା ସହିତ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଲକ୍ଷ୍ମୀପ୍ରିୟା ଏକାଧିକ ଅର୍ଥ ଲଗାଣ କାରି ସଂସ୍ଥାରୁ ଋଣ ଆଣିଥିଲେ ଏବଂ ଋଣ ଶୁଝି ନ ପାରି  ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ସୁଧାଂଶୁ ଦଳେଇ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story