ସମ୍ବଲପୁର ମହାନଗର ନିଗମ ଅଫିସରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଫିସରେ  ଇଲେକଟ୍ରିକ୍‌ ପ୍ୟାନେଲ ବୋର୍ଡରେ ଅଚାନକ ନିଆଁ  ଲାଗି ଯିବାରୁ ପ୍ୟାନେଲ ପୁରା ଜଳିଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।