ସମ୍ବଲପୁର: ଆକାଶବାଣୀ ସମ୍ବଲପୁରର ଏଫଏମ ପ୍ରସାରଣ ଆରମ୍ଭ

ସମ୍ୱଲପୁର: ଆଜି ଆନୁଷ୍ଠାନିକ ଭାବେ ଆକାଶବାଣୀ ସମ୍ୱଲପୁରର ଏଫଏମ ପ୍ରସାରଣ ସେବା ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି। ଏହାର ପ୍ରସାରଣ କ୍ଷମତା ରହିଛି ୫ କିଲୋହର୍ଜ। ପ୍ରାରମ୍ଭିକ ଭାବେ ଏହା ୪୦ରୁ ୫୦କିଲୋମିଟର ମଧ୍ୟରେ କାର୍ଯ୍ୟକ୍ରମ ପ୍ରସାରିତ ହୋଇପାରିବ। ଏବେ ଆକାଶବାଣୀ ସମ୍ୱଲପୁରର କାର୍ଯ୍ୟକ୍ରମ ଏହି ଏଫଏମ ପ୍ରସାରଣ ସେବା ଜରିଆରେ ପ୍ରସାର କରାଯିବ। ପରେ ନିଜସ୍ୱ […]

sambulpur

sambulpur

Rakesh Mallick
  • Published: Monday, 23 November 2015
  • Updated: 23 November 2015, 02:29 PM IST

Sports

Latest News

ସମ୍ୱଲପୁର: ଆଜି ଆନୁଷ୍ଠାନିକ ଭାବେ ଆକାଶବାଣୀ ସମ୍ୱଲପୁରର ଏଫଏମ ପ୍ରସାରଣ ସେବା ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି। ଏହାର ପ୍ରସାରଣ କ୍ଷମତା ରହିଛି ୫ କିଲୋହର୍ଜ। ପ୍ରାରମ୍ଭିକ ଭାବେ ଏହା ୪୦ରୁ ୫୦କିଲୋମିଟର ମଧ୍ୟରେ କାର୍ଯ୍ୟକ୍ରମ ପ୍ରସାରିତ ହୋଇପାରିବ। ଏବେ ଆକାଶବାଣୀ ସମ୍ୱଲପୁରର କାର୍ଯ୍ୟକ୍ରମ ଏହି ଏଫଏମ ପ୍ରସାରଣ ସେବା ଜରିଆରେ ପ୍ରସାର କରାଯିବ। ପରେ ନିଜସ୍ୱ କାର୍ଯ୍ୟକ୍ରମ ପ୍ରସାରଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story