ସମ୍ୱଲପୁର: କୁଚିଣ୍ଡା ନିର୍ବାହୀ ଅଧିକାରୀଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କୁ ସାଂସଦ ନଗେନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନିର୍ବାହୀ ଅଧିକାରୀ ଏସପିଙ୍କ ନିକଟରେ ମୌଖିକ ଅଭିଯୋଗ କରିଛନ୍ତି। ଗତ ୯ ଓ୧୦ତାରିଖରେ ଏନ୍‌.ଏ.ସି ତରଫରୁ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ ଓ ଏସ୍‌.ଏଚ୍.ଜି ମେଳାର ଉଦଘାଟନୀ ଉତ୍ସବରେ ସାଂସଦ ନଗେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଜିତେନ୍ଦ୍ରକୁ ଗାଳି ଗୁଲଜ କରିଥିବା […]

kuchinda

kuchinda

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 09:57 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କୁ ସାଂସଦ ନଗେନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନିର୍ବାହୀ ଅଧିକାରୀ ଏସପିଙ୍କ ନିକଟରେ ମୌଖିକ ଅଭିଯୋଗ କରିଛନ୍ତି।

ଗତ ୯ ଓ୧୦ତାରିଖରେ ଏନ୍‌.ଏ.ସି ତରଫରୁ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ ଓ ଏସ୍‌.ଏଚ୍.ଜି ମେଳାର ଉଦଘାଟନୀ ଉତ୍ସବରେ ସାଂସଦ ନଗେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଜିତେନ୍ଦ୍ରକୁ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story