ସମ୍ୱଲପୁର: ଗ୍ୟାରେଜ୍ କାନ୍ଥ ଭୁଶୁଡ଼ି ଜଣେ ମୃତ

ସମ୍ୱଲପୁର: ସମ୍ୱଲପୁର ମୋଦିପଡ଼ାରେ ଥିବା ବିଧାୟକ ନବ ଦାଶଙ୍କ ଗ୍ୟାରେଜ୍ କାନ୍ଥ ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ମୋଦିପଡ଼ାର ରାଜେଶ ଭୋଇ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ୟାରେଜ କାନ୍ଥଟି ବହୁ ବର୍ଷ ହେଲା ବିପଦଶଙ୍କୁଳ ଅବସ୍ଥାରେ ଥିଲା। ଆଜି ରାଜେଶ ଗ୍ୟାରେଜ ପାଖରେ ଥିବା ତାଙ୍କ ସ୍କୁଟର ଆଣିବାକୁ ଯାଉଥିଲେ। ଏହି ସମୟରେ ଗ୍ୟାରେଜ କାନ୍ଥଟି ହଠାତ୍ ରାସ୍ତା ଉପରକୁ ଭୁଶୁଡ଼ି ପଡି ତାଙ୍କ ଉପରେ ପଡିଥିଲା। ଫଳରେ ଘଟଣା ସ୍ଥଳରେ […]

sambulpur

sambulpur

Rakesh Mallick
  • Published: Monday, 16 November 2015
  • Updated: 16 November 2015, 09:34 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ମୋଦିପଡ଼ାରେ ଥିବା ବିଧାୟକ ନବ ଦାଶଙ୍କ ଗ୍ୟାରେଜ୍ କାନ୍ଥ ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ମୋଦିପଡ଼ାର ରାଜେଶ ଭୋଇ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ୟାରେଜ କାନ୍ଥଟି ବହୁ ବର୍ଷ ହେଲା ବିପଦଶଙ୍କୁଳ ଅବସ୍ଥାରେ ଥିଲା। ଆଜି ରାଜେଶ ଗ୍ୟାରେଜ ପାଖରେ ଥିବା ତାଙ୍କ ସ୍କୁଟର ଆଣିବାକୁ ଯାଉଥିଲେ। ଏହି ସମୟରେ ଗ୍ୟାରେଜ କାନ୍ଥଟି ହଠାତ୍ ରାସ୍ତା ଉପରକୁ ଭୁଶୁଡ଼ି ପଡି ତାଙ୍କ ଉପରେ ପଡିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story