ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ବୁର୍ଲା ମେଡିକାଲ କଲେଜରେ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରୀ

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ କରି ବୁର୍ଲା ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୁରୁବାର ବି ଶ୍ରେଣୀ ବର୍ଜନ କରି ଧାରଣାରେ ବସିଥିଲେ। ଗତମାସ ୨୧ ତାରିଖରୁ ଏହି ଧାରଣା ଜାରି ରହିଛି। ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକ ଆଗରେ ବସି ରହିଛନ୍ତି। ଗତକାଲି ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଏମସିଆଇ ଉପରେ ଦୋଷ ଲଦିଛନ୍ତି। ଏ ପ୍ରସଙ୍ଗରେ ହାଇକୋର୍ଟରେ ଏମସିଆଇ ଆବଶ୍ୟକୀୟ ତଥ୍ୟ […]

sardarraja

sardarraja

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 04:42 PM IST

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ କରି ବୁର୍ଲା ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୁରୁବାର ବି ଶ୍ରେଣୀ ବର୍ଜନ କରି ଧାରଣାରେ ବସିଥିଲେ। ଗତମାସ ୨୧ ତାରିଖରୁ ଏହି ଧାରଣା ଜାରି ରହିଛି। ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକ ଆଗରେ ବସି ରହିଛନ୍ତି।

ଗତକାଲି ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଏମସିଆଇ ଉପରେ ଦୋଷ ଲଦିଛନ୍ତି। ଏ ପ୍ରସଙ୍ଗରେ ହାଇକୋର୍ଟରେ ଏମସିଆଇ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରି ନ ପାରିବାରୁ ହାଇକୋର୍ଟଙ୍କ ରାୟ ସରକାରୀ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧରେ ଯାଇଥିବା ସେମାନେ କହିଛନ୍ତି। ସେପଟେ  ବୁର୍ଲାର ଜୁନିୟର ଡାକ୍ତର ସଂଘ ମଧ୍ୟ ଆନ୍ଦୋଳନରତ ଛାତ୍ରୀଛାତ୍ରୀଙ୍କୁ ସମର୍ଥନ କରିଛି। ସଂଘ ଏଥିପାଇଁ ଏମସିଆଇକୁ ଦାୟୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story