ଏସ୍‌ସିବିର ଡେଙ୍ଗୁ ୱାର୍ଡରେ ବେଡ୍‌ ସଂଖ୍ୟା ୨୧୫କୁ ବୃଦ୍ଧି

କଟକ: ଏସିସିବି ମେଡିକାଲ୍‌ର ଡେଙ୍ଗୁ ୱାର୍ଡରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ପୂର୍ବରୁ ବେଡ୍ ସଂଖ୍ୟା ୧୭୫ ଥିବା ବେଳେ ଏବେ ତାହା ୨୧୫କୁ ବୃଦ୍ଧି ପାଇଛି। ଦିନକୁ ଦିନ ଏସସିବିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଏସସିବିରେ ଆଜି ପୂର୍ବାହ୍ନ ସୁଦ୍ଧା ୧୭୧ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଆଇସିୟୁରେ […]

scb

scb

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 04:21 PM IST

Sports

Latest News

କଟକ: ଏସିସିବି ମେଡିକାଲ୍‌ର ଡେଙ୍ଗୁ ୱାର୍ଡରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ପୂର୍ବରୁ ବେଡ୍ ସଂଖ୍ୟା ୧୭୫ ଥିବା ବେଳେ ଏବେ ତାହା ୨୧୫କୁ ବୃଦ୍ଧି ପାଇଛି। ଦିନକୁ ଦିନ ଏସସିବିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।

ଏସସିବିରେ ଆଜି ପୂର୍ବାହ୍ନ ସୁଦ୍ଧା ୧୭୧ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୩ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

ଗତକାଲି ଏସସିବିକୁ ୧୩୭ଟି ରକ୍ତ ନମୂନା ପରୀକ୍ଷା ପାଇଁ ଆସିଥିବା ବେଳେ ସେଥିମଧ୍ୟରୁ ୪୫ଟି ପଜିଟିଭ୍ ବାହାରିଥିଲା। ସେହି ୪୫ ଜଣଙ୍କ ମଧ୍ୟରୁ ୨୯ ଜଣ କଟକର ବୋଲି ଏସସିବି ଏମରଜେନ୍ସି ଅଫିସର ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story