ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ବାର୍ଷିକୋତ୍ସବ: ମହାପ୍ରଭୁଙ୍କ ସମ୍ପର୍କରେ ତଥ୍ୟଭିତ୍ତିକ ଗବେଷଣା ଉପରେ ଗୁରୁତ୍ୱ

ପୁରୀ: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ୬ଷ୍ଠ ବାର୍ଷିକୋତ୍ସବ ଓ ସମ୍ୱର୍ଦ୍ଧାନା ସମାରୋହ ପୁରୀ ହଲିଡେ ରିସୋର୍ଟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟଳୟ କୁଳପତି ଗଙ୍ଗ।ଧର ପଣ୍ଡା, ସଚ୍ଚିଦାନନ୍ଦ ଦାସ ମହାରାଜା, ପ୍ରତିଷ୍ଠାନର ମହାସଚିବ ରବୀନ୍ଦ୍ର ନାଥ ପ୍ରତିହାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀଜଗନ୍ନାଥ ସାରା ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ବୋଲି ଏହି ଅବସରରେ ଅତିଥିମାନେ ମତପ୍ରକାଶ କରିଥିଲେ । ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ତଥ୍ୟ ଭିତ୍ତିକ ଗବେଷଣା […]

puri1

puri1

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 04:55 PM IST

Sports

Latest News

puri1ପୁରୀ: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ୬ଷ୍ଠ ବାର୍ଷିକୋତ୍ସବ ଓ ସମ୍ୱର୍ଦ୍ଧାନା ସମାରୋହ ପୁରୀ ହଲିଡେ ରିସୋର୍ଟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟଳୟ କୁଳପତି ଗଙ୍ଗ।ଧର ପଣ୍ଡା, ସଚ୍ଚିଦାନନ୍ଦ ଦାସ ମହାରାଜା, ପ୍ରତିଷ୍ଠାନର ମହାସଚିବ ରବୀନ୍ଦ୍ର ନାଥ ପ୍ରତିହାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀଜଗନ୍ନାଥ ସାରା ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ବୋଲି ଏହି ଅବସରରେ ଅତିଥିମାନେ ମତପ୍ରକାଶ କରିଥିଲେ । ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ତଥ୍ୟ ଭିତ୍ତିକ ଗବେଷଣା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ ।puri2

ଏହି ଅବସରରେ ଶ୍ରୀଜଗନ୍ନାଥ ଚେତନା-୨ ଏବଂ ପୁରୁଷୋତ୍ତମ ମାସ ଓ ନବକଳେବର ପୁସ୍ତକ ଲୋକାର୍ପିତ ହୋଇଥିଲା। ଏହାସହ ଶ୍ରୀଜଗନ୍ନାଥ ଚେତନା ଗବେଷଣା ସମ୍ମାନରେ ମହୀମୋହନ ତ୍ରିପାଠୀ, ଶ୍ରୀଜଗନ୍ନାଥ ଚେତନା ପ୍ରଚାର ସମ୍ମାନରେ  ଶ୍ରୀ ନୀଳାଦ୍ରୀ ମୋହାନ ଶତପଥୀ, ଚେତନା ସଂଗଠକ ସମ୍ମାନରେ ଶ୍ରୀମନ୍ଦିର କମାଣ୍ଡର ରବିନାରାୟଣ ମିଶ୍ର, ଗଞ୍ଜ।ମ ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀବିଶ୍ୱନାଥ ସାହୁ ଓ  ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନରେ ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଗଜପତି ମହାରାଜା ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story