କଲ୍ୟାଣସିଂହପୁର: ଚୁଆରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ସେରିଗୁମ୍ମା ପଞ୍ଚାୟତ ଉପର ରାମ୍ବୁ ଅଙ୍ଗନୱାଡି କେନ୍ଦ୍ରରେ ଆଜି ଏକ ଅଘଟଣ ଘଟିଛି। ଆଜି ସକାଳେ ତଲରାମ୍ବୁର ଉପରରାମ୍ବୁ ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ୪ବର୍ଷର ଶିଶୁ ଖାଦ୍ୟ ଖାଇ ସାରିବା ପରେ ହାତ ଧୋଇବାକୁ ଯାଇଥିବା ବେଳେ ଏକ ଚୂଆରେ ପଡ଼ି ଯିବାରୁ ତା’ର ମୃତ୍ୟୁ ଘଟିଛି। ଖବର ପାଇ ବିଡିଓ ପ୍ରବୀର କୁମାର ନାୟକ ଓ ସିଡିପିଓ ସୁଶିଳା ଶବର ଘଟଣା ସ୍ଥଳକୁ ଯାଇ ପରିବାର […]

sishu

sishu

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 05:26 PM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ସେରିଗୁମ୍ମା ପଞ୍ଚାୟତ ଉପର ରାମ୍ବୁ ଅଙ୍ଗନୱାଡି କେନ୍ଦ୍ରରେ ଆଜି ଏକ ଅଘଟଣ ଘଟିଛି। ଆଜି ସକାଳେ ତଲରାମ୍ବୁର ଉପରରାମ୍ବୁ ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ୪ବର୍ଷର ଶିଶୁ ଖାଦ୍ୟ ଖାଇ ସାରିବା ପରେ ହାତ ଧୋଇବାକୁ ଯାଇଥିବା ବେଳେ ଏକ ଚୂଆରେ ପଡ଼ି ଯିବାରୁ ତା’ର ମୃତ୍ୟୁ ଘଟିଛି।

ଖବର ପାଇ ବିଡିଓ ପ୍ରବୀର କୁମାର ନାୟକ ଓ ସିଡିପିଓ ସୁଶିଳା ଶବର ଘଟଣା ସ୍ଥଳକୁ ଯାଇ ପରିବାର ବର୍ଗଙ୍କୁ ଭେଟିବା ସହ ୭,୦୦୦ ଟଙ୍କ। ସହାୟତା ରାଶି ପ୍ରଦାନ କରିଛନ୍ତି। ବର୍ତ୍ତମାନ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story