ସୋର: ମଦୁଆଙ୍କ ଆକ୍ରମଣରେ ୪ ମହିଳା ଆହତ

ସୋର: ବାଲେଶ୍ୱର ଜିଲ୍ଲା ସୋର ସାଧୁଆପଡ଼ାରେ ମଦ ମାଫିଆଙ୍କ ଆକ୍ରମଣରେ ୪ ଜଣ ମହିଳା ଆହତ ହୋଇଛନ୍ତି। ଆଜି ମହିଳାମାନେ ଏକାଠି ହୋଇ  ଏକ ଦେଶୀ ମଦ ଭାଟି ପୋଡ଼ିବା ସମୟରେ ମଦୁଆମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।  ଆହତ ମହିଳାମାନଙ୍କୁ ସୋର ହସପିଟାଲରେ ଭର୍ତ୍ତି କରାଯାଇଛି।