ଟ୍ରେନ୍‌ ଲାଇନ୍‌ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗଞ୍ଜ ଗ୍ରାମର ମକୁନ୍ଦ ବାରିକ୍‌ଙ୍କ ମୃତଦେହ ପୋଲିସ୍‌ ଅଲିପୁର ରେଳ ଫାଟକ ନିକଟରୁ ଉଦ୍ଧାର କରିଛି। ମୃତ ବୃଦ୍ଧ ଜଣକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ମକୁନ୍ଦ ପରିବାର ଲୋକଙ୍କ ଉପରେ ରାଗି ଘରୁ ପଳାଇ ଆସିଥିଲେ। ରାତିରେ ପରିବାର ଲୋକେ ଚାରିଆଡେ ଖୋଜି ଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ଅଲିପୁର ରେଳ ଫାଟକ ନିକଟରେ ପଡ଼ିଥିବା ତାଙ୍କ ମୃତଦେହକୁ […]

soro

soro

Rakesh Mallick
  • Published: Monday, 03 October 2016
  • Updated: 03 October 2016, 09:30 PM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗଞ୍ଜ ଗ୍ରାମର ମକୁନ୍ଦ ବାରିକ୍‌ଙ୍କ ମୃତଦେହ ପୋଲିସ୍‌ ଅଲିପୁର ରେଳ ଫାଟକ ନିକଟରୁ ଉଦ୍ଧାର କରିଛି। ମୃତ ବୃଦ୍ଧ ଜଣକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ମକୁନ୍ଦ ପରିବାର ଲୋକଙ୍କ ଉପରେ ରାଗି ଘରୁ ପଳାଇ ଆସିଥିଲେ। ରାତିରେ ପରିବାର ଲୋକେ ଚାରିଆଡେ ଖୋଜି ଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ଅଲିପୁର ରେଳ ଫାଟକ ନିକଟରେ ପଡ଼ିଥିବା ତାଙ୍କ ମୃତଦେହକୁ ପରିବାର ଲୋକେ ଚିହ୍ନି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos