ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ ସମ୍ବଲପୁରରେ ସମ୍ବର୍ଦ୍ଧନା

ସମ୍ବଲପୁର: ମଡେଲିଂ ଜଗତରେ ନାଁ କମେଇଥିବା ତଥା ୨୦୧୫ ର ଫେମିନା ମିସ ଇଣ୍ଡିଆ ରନର୍ସ ଅପ ହୋଇଥିବା ସମ୍ୱଲପୁରର ଝିଅ ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ ସମ୍ୱଲପୁରଠାରେ ସମ୍ୱର୍ଦ୍ଧିତ କରାଯାଇଛି। ସମ୍ୱଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ତରଫରୁ ଆୟୋଜିତ ଏକ ସଭାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ୱର୍ଦ୍ଧନା ପାଇଁ ଖୁବ ଖୁସି ବ୍ୟକ୍ତ କରିଥିଲେ ଶ୍ରେୟା। ଶ୍ରେୟା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇଛନ୍ତି। ୨୦୧୦ରେ ଏସିଆନ […]

samlpur

samlpur

Rakesh Mallick
  • Published: Friday, 01 January 2016
  • Updated: 01 January 2016, 09:32 AM IST

Sports

Latest News

ସମ୍ବଲପୁର: ମଡେଲିଂ ଜଗତରେ ନାଁ କମେଇଥିବା ତଥା ୨୦୧୫ ର ଫେମିନା ମିସ ଇଣ୍ଡିଆ ରନର୍ସ ଅପ ହୋଇଥିବା ସମ୍ୱଲପୁରର ଝିଅ ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ ସମ୍ୱଲପୁରଠାରେ ସମ୍ୱର୍ଦ୍ଧିତ କରାଯାଇଛି। ସମ୍ୱଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ତରଫରୁ ଆୟୋଜିତ ଏକ ସଭାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ୱର୍ଦ୍ଧନା ପାଇଁ ଖୁବ ଖୁସି ବ୍ୟକ୍ତ କରିଥିଲେ ଶ୍ରେୟା। ଶ୍ରେୟା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇଛନ୍ତି।

୨୦୧୦ରେ ଏସିଆନ ସୁପର ମଡ଼େଲ ଟାଇଟଲ ଜିତିବା ସହ, ସେ ଚଳିତବର୍ଷ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସ ଅପ ହୋଇଥିଲେ। ଏହାଛଡା ମିସ ୟୁନାଇଟେଡ କଣ୍ଟିନେଣ୍ଟାଲ ପ୍ରତିଯୋଗିତାରେ ସେ ତୃତୀୟ ରନର୍ସ ଅପ ହୋଇଥିଲେ। ଏବେ ସେ ବଲିଉଡ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ପାଦ ଥାପିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଅବସରରେ ଶ୍ରେୟା କହିଛନ୍ତି, କେବଳ ବଲିଉଡ ସହ ସମ୍ପୃକ୍ତ ଷ୍ଟାରମାନଙ୍କ ପିଲାମାନେ ନୁହେଁ, ସାଧାରଣ ପରିବାରର ପ୍ରତିଭା ସମ୍ପନ୍ନ କଳାକାର ବି ବଲିଉଡରେ ପ୍ରତିଷ୍ଠିତ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story