ଝାରସୁଗୁଡା: ଲୁଗା ଦୋକାନରେ ଅଗ୍ନିକାଣ୍ଡ

ଝାରସୁଗୁଡା: ଝାରସୁଗୁଡା ରେଳଷ୍ଟେସନ ଆଗରେ ଥିବା ତିନି ମହଲା ବିଶିଷ୍ଟ ନେସେନାଲ୍ ଗାରମେଣ୍ଟ ଦୋକାନରେ ଆଜି ସକାଳେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ସକାଳ ସାଢେ ୮ଟାରେ ଦୋକାନ ବନ୍ଦ ଥବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଲୋକେ ଏନେଇ ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି। ନିଆଁକୁ ଆୟତ୍ତ କରିବା ପାଇଁ ୮ଟି ଦମକଳ ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ […]

fair

fair

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 06:19 AM IST

Sports

Latest News

ଝାରସୁଗୁଡା: ଝାରସୁଗୁଡା ରେଳଷ୍ଟେସନ ଆଗରେ ଥିବା ତିନି ମହଲା ବିଶିଷ୍ଟ ନେସେନାଲ୍ ଗାରମେଣ୍ଟ ଦୋକାନରେ ଆଜି ସକାଳେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ସକାଳ ସାଢେ ୮ଟାରେ ଦୋକାନ ବନ୍ଦ ଥବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଲୋକେ ଏନେଇ ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି। ନିଆଁକୁ ଆୟତ୍ତ କରିବା ପାଇଁ ୮ଟି ଦମକଳ ନିୟୋଜିତ ହୋଇଛନ୍ତି।
ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କପଡା ତଥା ଅନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos