ପାରାଦୀପ: ସ୍ଥାନୀୟ କର୍ମଚାରୀଙ୍କୁ ଉପେକ୍ଷା ଅଭିଯୋଗରେ ଆଇଓଟି କମ୍ପାନୀ ଅତିଥି ଭବନ ଘେରାଉ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ଅଧୀନ ଆଇଓଟି କମ୍ପାନୀରେ କାମ କରୁଥିବା ସ୍ଥାନୀୟ କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଆଳ ଦେଖାଇ ସ୍ଥାନୀୟ କର୍ମଚାରୀଙ୍କୁ ବାହାର କରି ତାଙ୍କ ସ୍ଥାନରେ ରାଜ୍ୟ ବାହାରର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ମଚାରୀ। ଏ ନେଇ କିଛି ସ୍ଥାନୀୟ କର୍ମଚାରୀ ଆଇଓଟି କମ୍ପାନୀର ଅତିଥି ଭବନକୁ ଘେରାଉ କରିଛନ୍ତି। ଫଳରେ କମ୍ପାନୀ ଅଧିକାରୀମାନେ ଅତିଥି ଭବନରେ ଅଟକ ରହିଛନ୍ତି। ସମସ୍ୟାର ସମାଧାନ ନ […]

paradeep

paradeep

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 01:51 PM IST

Sports

Latest News

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ଅଧୀନ ଆଇଓଟି କମ୍ପାନୀରେ କାମ କରୁଥିବା ସ୍ଥାନୀୟ କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଆଳ ଦେଖାଇ ସ୍ଥାନୀୟ କର୍ମଚାରୀଙ୍କୁ ବାହାର କରି ତାଙ୍କ ସ୍ଥାନରେ ରାଜ୍ୟ ବାହାରର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ମଚାରୀ। ଏ ନେଇ କିଛି ସ୍ଥାନୀୟ କର୍ମଚାରୀ ଆଇଓଟି କମ୍ପାନୀର ଅତିଥି ଭବନକୁ ଘେରାଉ କରିଛନ୍ତି। ଫଳରେ କମ୍ପାନୀ ଅଧିକାରୀମାନେ ଅତିଥି ଭବନରେ ଅଟକ ରହିଛନ୍ତି। ସମସ୍ୟାର ସମାଧାନ ନ ହେଲେ ଧର୍ମଘଟ କରାଯିବ ବୋଲି ସ୍ଥାନୀୟ କର୍ମଚାରୀ ଚେତାବନୀ ଦେଇଛନ୍ତି। ସେପଟେ ଘଟଣାସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ଏ ନେଇ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story