ଅମୃତ ଯୋଜନାରେ ରାଜ୍ୟର ୯ଟି ସହରରେ ଖୋଲାଯିବ ହାଇବ୍ରିଡ ଟଏଲେଟ୍‌

ଭୁବନେଶ୍ୱର: ଅମୃତ ଯୋଜନାରେ ରାଜ୍ୟର ୯ଟି ସହରରେ ହାଇବ୍ରିଡ ଟଏଲେଟ୍‌ ଖୋଲାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଷ୍ଟେଟ୍‌ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହାଇବ୍ରିଡ୍‌ ଟଏଲେଟ୍‌ ନିର୍ମାଣକାରୀ ସଂସ୍ଥା ସୁଲଭ ଇଣ୍ଟରନ୍ୟାସନାଲ କର୍ତ୍ତୃପକ୍ଷ ଏବଂ ମହାନଗର ନିଗମ କର୍ମକର୍ତ୍ତା ଯୋଗଦେଇଥିଲେ। ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜାଗା ଚିହ୍ନଟ କରି ଟଏଲେଟ୍‌ ନିର୍ମାଣ ପାଇଁ […]

Sulabh-toilet-complex

Sulabh-toilet-complex

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 03:41 PM IST

Sports

Latest News

ଭୁବନେଶ୍ୱର: ଅମୃତ ଯୋଜନାରେ ରାଜ୍ୟର ୯ଟି ସହରରେ ହାଇବ୍ରିଡ ଟଏଲେଟ୍‌ ଖୋଲାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଷ୍ଟେଟ୍‌ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହାଇବ୍ରିଡ୍‌ ଟଏଲେଟ୍‌ ନିର୍ମାଣକାରୀ ସଂସ୍ଥା ସୁଲଭ ଇଣ୍ଟରନ୍ୟାସନାଲ କର୍ତ୍ତୃପକ୍ଷ ଏବଂ ମହାନଗର ନିଗମ କର୍ମକର୍ତ୍ତା ଯୋଗଦେଇଥିଲେ। ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜାଗା ଚିହ୍ନଟ କରି ଟଏଲେଟ୍‌ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ଏନେଇ ବିଏମ୍‌ସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି,“ରାଜ୍ୟର ୯ଟି ସହରରେ ଥିବା ପ୍ରମୁଖ ସ୍ଥାନରେ ହାଇବ୍ରିଡ୍‌ ଟଏଲେଟ୍‌ ନିର୍ମାଣ କରିବ ସୁଲଭ ଇଣ୍ଟରନ୍ୟାସନାଲ। ଏହି ଟଏଲେଟ ମୁଖ୍ୟତଃ ବସ୍ତି ଓ ସର୍ବସାଧାରଣ ଚଳାଚଳ କରୁଥବା ସ୍ଥାନରେ ନିର୍ମାଣ କରାଯିବ। ଏହି ଟଏଲେଟ୍‌ ବ୍ୟବହାରକାରୀ ଶୁଳ୍କ ଦେବେ କି ନାହିଁ ତାହା ନିର୍ଣ୍ଣୟ ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story