ନଳକୂପରେ ପମ୍ପ ସଂଯୋଗକୁ ଗାଁ ଲୋକଙ୍କ ବିରୋଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଭବାନୀପୁର ଗାଁର ସତ୍ୟ ସିଂ ତାଙ୍କ ଘର ସମ୍ମୁଖରେ ଥିବା ନଳକୂପ ବାହାର କରି ସେଥିରେ ପମ୍ପ ସଂଯୋଗ କରିବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସଦର ପୋଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏଥିସହିତ ନଳକୂପକୁ ପୁନଶ୍ଚ ସଂଯୋଗ କରିଥିବାକୁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଅଭିଯୋଗରୁ ପ୍ରକାଶ, ଭବାନୀପୁରରେ ସତ୍ୟାଙ୍କ […]

sundragara ra-

sundragara ra-

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 10:16 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଭବାନୀପୁର ଗାଁର ସତ୍ୟ ସିଂ ତାଙ୍କ ଘର ସମ୍ମୁଖରେ ଥିବା ନଳକୂପ ବାହାର କରି ସେଥିରେ ପମ୍ପ ସଂଯୋଗ କରିବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସଦର ପୋଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏଥିସହିତ ନଳକୂପକୁ ପୁନଶ୍ଚ ସଂଯୋଗ କରିଥିବାକୁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

ଅଭିଯୋଗରୁ ପ୍ରକାଶ, ଭବାନୀପୁରରେ ସତ୍ୟାଙ୍କ ନାଁରେ ୫୦ ଡିସିମିଲ ଜମି ରହିଛି। ସେହି ଜିମରେ ଥିବା ନଳକୂପକୁ ଗାଁ ଲୋକେ ଦୀର୍ଘ ଦିନ ଧରି ବ‍୍ୟବହାର କରି ଆସୁଥିଲେ। ତେବେ ଗତ କିଛି ମାସ ହେବ ସତ୍ୟା ତାଙ୍କ ଜମିରେ ଥିବା ନଳକୂପ ହଠାଇବା ପାଇଁ ସରପଞ୍ଚଙ୍କଠାରୁ ଲିଖିତ ଅନୁମତି ଆଣିଥିଲେ। ମାତ୍ର ଗାଁ ଲୋକେ ଏହାକୁ ବିରୋଧ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos