ତେଜିଲା ପୋଲାଭରମ୍ ପ୍ରକଳ୍ପ ରାଜନୀତି: ବିଜେଡି କଲା ଜଳ ସତ୍ୟାଗ୍ରହ,୨୨ରେ ସିପିଏମର ବିକ୍ଷୋଭ

ମାଲକାନଗିରି: ପୋଲାଭରମ୍ ପ୍ରକଳ୍ପକୁ ନେଇ ପୁଣି ସରଗରମ ହୋଇଛି ମାଲକାନଗିରି ରାଜନୀତି। ପ୍ରକଳ୍ପଟି ଜାତୀୟ ମାନ୍ୟତା ପାଇବା ପରେ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗ।ନା ଗସ୍ତରେ ଆସି ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ବିଜେଡି ପକ୍ଷରୁ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ଶହ ଶହ ଲୋକେ ଶୋଭାଯାତ୍ରା କରିବା ସହ ମୋଟୁ ନଦୀରେ ଜଳ ସତ୍ୟାଗ୍ରହ କରିଛନ୍ତି। ସେପଟେ ସିପିଏମ୍ ପକ୍ଷରୁ ମଧ୍ୟ […]

malkangiri

malkangiri

Rakesh Mallick
  • Published: Friday, 09 October 2015
  • Updated: 09 October 2015, 03:07 PM IST

Sports

Latest News

ମାଲକାନଗିରି: ପୋଲାଭରମ୍ ପ୍ରକଳ୍ପକୁ ନେଇ ପୁଣି ସରଗରମ ହୋଇଛି ମାଲକାନଗିରି ରାଜନୀତି। ପ୍ରକଳ୍ପଟି ଜାତୀୟ ମାନ୍ୟତା ପାଇବା ପରେ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗ।ନା ଗସ୍ତରେ ଆସି ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ବିଜେଡି ପକ୍ଷରୁ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ଶହ ଶହ ଲୋକେ ଶୋଭାଯାତ୍ରା କରିବା ସହ ମୋଟୁ ନଦୀରେ ଜଳ ସତ୍ୟାଗ୍ରହ କରିଛନ୍ତି। ସେପଟେ ସିପିଏମ୍ ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାର୍ଟିର ରାଜ୍ୟ ସଂପାଦକଙ୍କ ନେତୃତ୍ୱରେ ଏକ ଟିମ୍ ମାଲକାନଗିରି ପହଞ୍ଚି ୨୨ ତାରିଖରେ ବିକ୍ଷୋଭ ଓ ପ୍ରତିବାଦ ପାଇଁ ପ୍ରସ୍ତୁତି ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story