ଥେଲରିଓସିସ୍‌ ରୋଗରେ ଜିରାଫ୍‌ ‘ଜୟ’ର ମୃତ୍ୟୁ ଘଟିଛି: ରିପୋର୍ଟ

ଭୁବନେଶ୍ୱର: ନନ୍ଦନକାନନରେ ପ୍ରାଣ ହରାଇଥିବା ଜିରାଫ୍‌ ‘ଜୟ’ର ମୃତ୍ୟୁକୁ ନେଇ ଟେକ୍‌ନିକାଲ କମିଟିର ରିପୋର୍ଟ ଆସିଛି। ଏଥିରେ ସଂକ୍ରମିତ ଟିଙ୍କ କାମୁଡିବା ଯୋଗୁଁ ଥେଲରିଓସିସ୍‌ ରୋଗରେ ଜିରାଫ୍‌ର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ବିରଳ। ଜିରାଫ୍‌ ଜୟକୁ ମିଶାଇ ଦେଶରେ ଏହା ତୃତୀୟ ଘଟଣା ବୋଲି କମିଟି ଦର୍ଶାଇଛି। ଏହା ସହିତ ଆଗାମୀ ଦିନରେ କିପରି ଜିରାଫ୍‌ ଏନକ୍ଲୋଜର ସଫା ରଖାଯିବ ତା ଉପରେ ଧ୍ୟାନ ଦେବାକୁ ନନ୍ଦନକାନନ […]

Giraffe-joy

Giraffe-joy

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 03:41 PM IST

ଭୁବନେଶ୍ୱର: ନନ୍ଦନକାନନରେ ପ୍ରାଣ ହରାଇଥିବା ଜିରାଫ୍‌ ‘ଜୟ’ର ମୃତ୍ୟୁକୁ ନେଇ ଟେକ୍‌ନିକାଲ କମିଟିର ରିପୋର୍ଟ ଆସିଛି। ଏଥିରେ ସଂକ୍ରମିତ ଟିଙ୍କ କାମୁଡିବା ଯୋଗୁଁ ଥେଲରିଓସିସ୍‌ ରୋଗରେ ଜିରାଫ୍‌ର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ବିରଳ। ଜିରାଫ୍‌ ଜୟକୁ ମିଶାଇ ଦେଶରେ ଏହା ତୃତୀୟ ଘଟଣା ବୋଲି କମିଟି ଦର୍ଶାଇଛି। ଏହା ସହିତ ଆଗାମୀ ଦିନରେ କିପରି ଜିରାଫ୍‌ ଏନକ୍ଲୋଜର ସଫା ରଖାଯିବ ତା ଉପରେ ଧ୍ୟାନ ଦେବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଟେକନିକାଲ କମିଟି ପରାମର୍ଶ ଦେଇଛି। ପୂର୍ବରୁ ଜିରାଫ୍‌ ‘ଜୟ’ର ମୃତ୍ୟୁ ଥେରିଓସିସ୍‌ ରୋଗରେ ହୋଇଥିବା ଦର୍ଶାଯାଇଥିଲା।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୯ ତାରିଖରେ ଜିରାଫ୍‌ ‘ଜୟ’ର ମୃତ୍ୟୁ ଘଟିଥିଲା। ଏହି ଜିରାଫ୍‌କୁ ୨୪ ତାରିଖରେ କୋଲକତାର ଆଲିପୁର ଚଡ଼ିଆଖାନାରୁ ନନ୍ଦନକାନନକୁ ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story