ପିପିଲି: ଟୋଲ ଗେଟ୍ ହଟାଇବା ଦାବିରେ କ୍ରିୟାନୁଷ୍ଠାନ କମିଟିର ରାସ୍ତାରୋକ

ପିପିଲି: ପୁରୀ ଜିଲ୍ଲା ପିପିଲିସ୍ଥିତ ଥିବା ଜଇସପାଟଣାରେ ଟୋଲଗେଟ୍ ହଟାଇବା ଦାବିରେ ଆଜି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ରାସ୍ତାରୋକ କରାଯାଥିଲା। ଆଜି ସକାଳେ ଉତରା ଛକରେ ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ କ୍ରିୟା ଅନୁଷ୍ଠାନ କମିଟିର ସଦସ୍ୟମାନେ ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗଁ ଅନେକ ସମୟ ଧରି ଯାନ ବାହନ ଅଟକି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରେ ପୋଲିସ କ୍ରିୟାନୁଷ୍ଠାନ କମିଟିର ଆବାହକ  ନିଶିକାନ୍ତ ମିଶ୍ରଙ୍କୁ […]

pipili

pipili

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 12:10 PM IST

Sports

Latest News

ପିପିଲି: ପୁରୀ ଜିଲ୍ଲା ପିପିଲିସ୍ଥିତ ଥିବା ଜଇସପାଟଣାରେ ଟୋଲଗେଟ୍ ହଟାଇବା ଦାବିରେ ଆଜି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ରାସ୍ତାରୋକ କରାଯାଥିଲା। ଆଜି ସକାଳେ ଉତରା ଛକରେ ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ କ୍ରିୟା ଅନୁଷ୍ଠାନ କମିଟିର ସଦସ୍ୟମାନେ ଅବରୋଧ କରିଥିଲେ।

ରାସ୍ତା ଅବରୋଧ ଯୋଗଁ ଅନେକ ସମୟ ଧରି ଯାନ ବାହନ ଅଟକି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରେ ପୋଲିସ କ୍ରିୟାନୁଷ୍ଠାନ କମିଟିର ଆବାହକ  ନିଶିକାନ୍ତ ମିଶ୍ରଙ୍କୁ ଗିରଫ କରିଥିଲା।

ପିପିଲି ଏନଏସିର ଅଳ୍ପ ଦୂରରେ ବେଆଇନ ଟୋଲ ପ୍ଲାଜା ନିର୍ମାଣ କରାଗଲା ଏବଂ ଟୋଲ୍ ପ୍ଲାଜାରୁ ଜବରଦସ୍ତ ଟୋଲ୍ ଆଦାୟ କରାଯାଉଛି। ଟୋଲ ଗେଟଟି ଆଇନ ଅନୁସାରେ ଯେଉଁ ସ୍ଥାନରେ ହେବା କଥା ସେହି ଜାଗାକୁ ସ୍ଥାନାନ୍ତର ନ ହୋଇଛି ଏହି ଆନ୍ଦୋଳନ ଜାରି ରହିବ ବୋଲି ପିପିଲି କ୍ରିୟାନୁଷ୍ଠାନ କମିଟିର ଆବାହକ  ନିଶିକାନ୍ତ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story