ରେଳ ଧାରଣାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ରାୟଗଡ଼ା: ଆଜି ସକାଳେ ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସର ତୃତୀୟ ଟ୍ରାକରୁ ନବଜାତ ଶିଶୁ ପୁତ୍ରର ମରଶରୀରକୁ ଉଦ୍ଧାର କରିଛି ରେଳବାଇ ପୋଲିସ। ଜନ୍ମ ପରେ ପିଲାଟିକୁ କେହି ଟ୍ରାକକୁ ଫିଙ୍ଗି ଦେଇଥିବା ପୋଲିସ୍‌ ସନ୍ଦେହ କରୁଛି।