ଆସନ୍ତାକାଲି ସମ୍ବଲପୁରରୁ ଲୋକାର୍ପିତ ହେବ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା 

ସମ୍ବଲପୁର: ଆସନ୍ତାକାଲି ସମ୍ୱଲପୁରର ପିଏଚଡି ପଡିଆରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅନ୍ତର୍ଗତ ଗ୍ୟାସ ସଂଯୋଗ ବିତରଣ କାର୍ଯ୍ୟକ୍ରମ ଲୋକାର୍ପିତ ହେବ। ଏହି ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରଭାସ ସିଂ, ନଗେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ବିଧାୟିକା ଡାକ୍ତର […]

Capture

Capture

Rakesh Mallick
  • Published: Saturday, 18 June 2016
  • Updated: 20 June 2016, 07:51 AM IST

ସମ୍ବଲପୁର: ଆସନ୍ତାକାଲି ସମ୍ୱଲପୁରର ପିଏଚଡି ପଡିଆରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅନ୍ତର୍ଗତ ଗ୍ୟାସ ସଂଯୋଗ ବିତରଣ କାର୍ଯ୍ୟକ୍ରମ ଲୋକାର୍ପିତ ହେବ। ଏହି ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରଭାସ ସିଂ, ନଗେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସ୍ଥାନୀୟ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇ ନ ଥିବାରୁ ବିଜେଡି ଆପତ୍ତି ଉଠାଇଛି। ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ କହିଛନ୍ତି, ”ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକାଙ୍କୁ ଉପେକ୍ଷା କରିବା ପ୍ରୋଟୋକଲର ଉଲ୍ଲଂଘନ। ଏହାକୁ ଆମ ଦଳ ବିରୋଧ କରୁଛି। ସ୍ଥାନୀୟ ବିଧାୟିକାଙ୍କ ବଦଳରେ କାହିଁକି ନୂଆପଡା ବିଧାୟକ ବସନ୍ତ ପଣ୍ଡାଙ୍କୁ ନିମନ୍ତ୍ରଣ କରାଗଲା ତାହା ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ।”

ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ କିଛି କହି ପାରିବେ ନାହିଁ ବୋଲି ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story