ଉତ୍କଳ ବିଶ୍ୱବିଦ୍ୟାଳୟର + ୩ ପରୀକ୍ଷା ଫଳ ପ୍ରକାଶ; ପାସ୍‌ ହାର  ୮୮.୬୬%

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୭୧ ଯୁକ୍ତ ତିନି କଲେଜର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍‌ ୫୦,୩୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ୩ଟି ବିଭାଗରେ ଓଭର ଅଲ୍‌ ପାସ୍‌ ହାର ୮୮.୬୬ ପ୍ରତିଶତ ରହିଛି। ବିଜ୍ଞାନର ସର୍ବାଧିକ ୯୧%, କଳାରେ ୯୦% ଓ ବାଣିଜ୍ୟରେ ୮୫% ପାସ୍‌ ହାର ରହିଛି। କଣାସ ଦୟାବିହାର ଡିଗ୍ରୀ କଲେଜର ଗଣିତ ସମ୍ମାନ ଛାତ୍ର ବ୍ରଜବନ୍ଧୁ ସାମଲ […]

Utkal-University

Utkal-University

Rakesh Mallick
  • Published: Monday, 24 April 2017
  • Updated: 24 April 2017, 10:47 PM IST

Sports

Latest News

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୭୧ ଯୁକ୍ତ ତିନି କଲେଜର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍‌ ୫୦,୩୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ୩ଟି ବିଭାଗରେ ଓଭର ଅଲ୍‌ ପାସ୍‌ ହାର ୮୮.୬୬ ପ୍ରତିଶତ ରହିଛି। ବିଜ୍ଞାନର ସର୍ବାଧିକ ୯୧%, କଳାରେ ୯୦% ଓ ବାଣିଜ୍ୟରେ ୮୫% ପାସ୍‌ ହାର ରହିଛି।

କଣାସ ଦୟାବିହାର ଡିଗ୍ରୀ କଲେଜର ଗଣିତ ସମ୍ମାନ ଛାତ୍ର ବ୍ରଜବନ୍ଧୁ ସାମଲ ୯୫.୮୮% ରଖି ଯୁକ୍ତ ତିନିରେ ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story