ଧର୍ମଗୁଳାରେ ଜୟପୁର ବ୍ଲକ ଉପାଧ୍ୟକ୍ଷ ଜିତିଲେ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଉପାଧ୍ୟକ୍ଷ ପଦବୀ ହୋଇଥିବା ନିର୍ବାଚନରେ ତିନିଜଣ ପାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ସମର୍ଥିତ ଦୁଇଜଣ ସମିତି ସଭ୍ୟ ଏବଂ କଂଗ୍ରେସ ସମର୍ଥିତ ଜଣେ ସମିତିସଭ୍ୟ ପାର୍ଥିପତ୍ର ଦାଖଲ କରିଥିଲେ। ଭୋଟଗ୍ରହଣ ବେଳେ କଂଗ୍ରେସ ସମର୍ଥିତ ପାର୍ଥୀ ସୋନୁ ନାଚିକାଙ୍କୁ ୯ଖଣ୍ଡ  ଭୋଟ ମିଳିଥିବା ବେଳେ ବିଜେଡି ସମର୍ଥିତ ଈଶ୍ୱର ବାଘଙ୍କ ସମର୍ଥନରେ ମଧ୍ୟ ୯ଖଣ୍ଡ ଭୋଟ ମିଳିଥିଲା। ପରେ ଧର୍ମଗୁଳାରେ ବିଜେଡି ସମର୍ଥିତ ସମିତି […]

jaypur

jaypur

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 10:51 PM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଉପାଧ୍ୟକ୍ଷ ପଦବୀ ହୋଇଥିବା ନିର୍ବାଚନରେ ତିନିଜଣ ପାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ସମର୍ଥିତ ଦୁଇଜଣ ସମିତି ସଭ୍ୟ ଏବଂ କଂଗ୍ରେସ ସମର୍ଥିତ ଜଣେ ସମିତିସଭ୍ୟ ପାର୍ଥିପତ୍ର ଦାଖଲ କରିଥିଲେ। ଭୋଟଗ୍ରହଣ ବେଳେ କଂଗ୍ରେସ ସମର୍ଥିତ ପାର୍ଥୀ ସୋନୁ ନାଚିକାଙ୍କୁ ୯ଖଣ୍ଡ  ଭୋଟ ମିଳିଥିବା ବେଳେ ବିଜେଡି ସମର୍ଥିତ ଈଶ୍ୱର ବାଘଙ୍କ ସମର୍ଥନରେ ମଧ୍ୟ ୯ଖଣ୍ଡ ଭୋଟ ମିଳିଥିଲା। ପରେ ଧର୍ମଗୁଳାରେ ବିଜେଡି ସମର୍ଥିତ ସମିତି ସଭ୍ୟ ଈଶ୍ୱର ବାଘ ଜିତିଥିଲେ।

ସେହିପରି ବୋରିଗୁମ୍ମା ବ୍ଲକ୍‌ରେ ଉପାଧ୍ୟକ୍ଷ ଭାବେ ବିଜେପି ସମର୍ଥିତ ଜାମି ଶ୍ରୀନିବାସ ରାଓ ୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos