ରେକର୍ଡ କଲେ ଆଇଆଇଟି ଋରକୀର ଛାତ୍ର, ମିଳିଲା ୨.୫ କୋଟିର ପ୍ୟାକେଜ

ଡେରାଡୁନ: ଉତ୍ତରାଖଣ୍ଡର ଆଇଆଇଟି ଋରକୀ(ଆଇଆଇଟି-ଆର)ର ଜଣେ ଛାତ୍ର ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ନଯୁକ୍ତି ପ୍ରକ୍ରିୟାରେ ସେ ରେକର୍ଡ ପ୍ୟାକେଜରେ ଆମେରିକାର ଗୋଟିଏ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ଗୋଟିଏ ଆମେରିକୀୟ କମ୍ପାନୀ ବାର୍ଷିକ ୨.୫ କୋଟି ଟଙ୍କା ଦେବ ବୋଲି ଚୁକ୍ତି କରିଛି। ଆଜି ଯାଏ କୌଣସି ଆଇଆଇଟି ଛାତ୍ର ଏତେ ପରିମାଣର ପ୍ୟାକେଜରେ ନିଯୁକ୍ତି ପାଇ ନଥିଲେ। ଶେଷଥର ପାଇଁ ଆଇଆଇଟି-ଆରର ଜଣେ ଛାତ୍ର ୧.୫ କୋଟି ଟଙ୍କାରେ ନିଯୁକ୍ତି ପାଇଥିଲେ। ହେଲେ ଏଥର […]

IIT

IIT

Hemant Lenka
  • Published: Friday, 03 December 2021
  • Updated: 03 December 2021, 01:58 PM IST

Sports

Latest News

ଡେରାଡୁନ: ଉତ୍ତରାଖଣ୍ଡର ଆଇଆଇଟି ଋରକୀ(ଆଇଆଇଟି-ଆର)ର ଜଣେ ଛାତ୍ର ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ନଯୁକ୍ତି ପ୍ରକ୍ରିୟାରେ ସେ ରେକର୍ଡ ପ୍ୟାକେଜରେ ଆମେରିକାର ଗୋଟିଏ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ଗୋଟିଏ ଆମେରିକୀୟ କମ୍ପାନୀ ବାର୍ଷିକ ୨.୫ କୋଟି ଟଙ୍କା ଦେବ ବୋଲି ଚୁକ୍ତି କରିଛି।

ଆଜି ଯାଏ କୌଣସି ଆଇଆଇଟି ଛାତ୍ର ଏତେ ପରିମାଣର ପ୍ୟାକେଜରେ ନିଯୁକ୍ତି ପାଇ ନଥିଲେ। ଶେଷଥର ପାଇଁ ଆଇଆଇଟି-ଆରର ଜଣେ ଛାତ୍ର ୧.୫ କୋଟି ଟଙ୍କାରେ ନିଯୁକ୍ତି ପାଇଥିଲେ। ହେଲେ ଏଥର କମ୍ପ୍ୟୁଟର ସାଇନ୍ସରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବାର୍ଷିକ ଦୁଇ ଲକ୍ଷ ୮୭ ହଜାର ୫୫୦ ଡଲାର ଅର୍ଥାତ୍ ୨.୧୫ କୋଟି ଟଙ୍କା ପ୍ୟାକେଜରେ ନିଯୁକ୍ତି ପାଇଛନ୍ତି।

ତେବେ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇନି। ସେହିପରି ଆମେରିକାର କେଉଁ କମ୍ପାନୀ ତାଙ୍କୁ ନିଯୁକ୍ତି ଦେଇଛି, ସେକଥା ମଧ୍ୟ ସାର୍ବଜନୀନ କରାଯାଇନି।

ଆଇଆଇଟି ଋରକୀରେ ଦୁଇ ବର୍ଷ ପୂର୍ବେ ସର୍ବୋଚ୍ଚ ଅନ୍ତର୍ଜାତୀୟ ପ୍ୟାକେଜ୍ ଥିଲା ୧.୫୩ କୋଟି। ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।  ଏହା ସହିତ ଛାତ୍ରମାନେ ଘରୋଇ କମ୍ପାନୀର ପ୍ୟାକେଜରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଗତବର୍ଷର ସର୍ବାଧିକ ୮୦ ଲକ୍ଷର ପ୍ୟାକେଜ ତୁଳନାରେ ଏଥର ତିନିଜଣ ଛାତ୍ରଙ୍କୁ ୧.୩୦ରୁ ୧.୮୦ କୋଟି ଟଙ୍କା ଯାଏ ପ୍ୟାକେଜର ଅଫର କରାଯାଇଛି। ଆଇଆଇଟି ଋରକୀର ଆଉ ୧୧ ଜଣ ପିଲାଙ୍କୁ ବାର୍ଷିକ ୧ କୋଟି ପ୍ୟାକେଜରେ ନିଯୁକ୍ତି ମିଳିଛି।

ଡିସେମ୍ବର ୧ରୁ ହିଁ ପ୍ଲେସମେଣ୍ଟ ଅଭିଯାନ ଆରମ୍ଭ ହୋଇଛି। ଏହା ୧୫ ତାରିଖ ଯାଏ ଚାଲିବ। କରୋନା ଯୋଗୁ ଭର୍ଚ୍ୟୁଆଲ ଇଣ୍ଟରଭ୍ୟୁ ହେଉଛି। ଏଯାଏ ମିଳିଥିବା ନିଯୁକ୍ତି ଅନୁସାରେ ଆଇଆଇଟି-ଆରର ଛାତ୍ର ସବୁଠାରୁ ଅଧିକ ପ୍ୟାକେଜରେ ଚାକିରି ପାଇଥିବା ବେଳେ ତାଙ୍କ ପଛକୁ ଆଇଆଇଟି ବମ୍ବେର ଛାତ୍ର ୨.୦୫ କୋଟି ଓ ଆଇଆଇଟି ଗୌହାଟୀର ଛାତ୍ରଙ୍କୁ ୨ କୋଟି ପ୍ୟାକେଜରେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story