ଚିତ୍ରଙ୍ଗଦାଙ୍କ ବୋଲଡ ଅବତାର

‘ଗବର ଇଜ୍ ବ୍ୟାକ’ର ସେକେଣ୍ଡ ସଙ୍ଗ୍ ରିଲିଜ ହୋଇସାରିଛି । କୁଣ୍ଡି ନା ଖଡ଼କାଓ ରାଜା ହେଉଛି ଏହି ଫିଲ୍ମର ଗୋଟେ ସ୍ପେଶାଲ ଆଇଟମ ନମ୍ବର । ଏହି ଗୀତକୁ ଗାଇଛନ୍ତି ଫେମସ୍ ରାପର ୟୋ ୟୋ ହନି ସିଂହ ଓ ମେହା କକର । ହଟ୍ ଓ ସିଜିଲିଂ ଅଭିନେତ୍ରୀ ଚିତ୍ରାଙ୍ଗଦାଙ୍କୁ ଏଥିରେ ଦେଖିବାକୁ ମିଳିବ ବୋଲଡ୍ ଅବତାରରେ ।ଗୋଲଡେନ୍ କଷ୍ଟ୍ୟମରେ ସେ ସିନେ ଦର୍ଶକଙ୍କୁ କରିପାରନ୍ତି ଘାୟଲ । ଫିଲ୍ମ ଗବର ଇଜ୍ ବ୍ୟାକରେ କୁଣ୍ଡି ନା ଖଡ଼କାଓ ରାଜା ଦେଖିବାକୁ ମିଳିବ ତାଙ୍କର ସେକ୍ସି ଜଙ୍ଘ । ସେ ଜାଣନ୍ତି ବଲିଉଡରେ ଯିଏ ହଟ୍ ସେ ହିଟ୍ । ଏମିତି କିଛି ଭିନ୍ନ ଅନ୍ଦାଜ ସହ ହଟ୍ ଅବତାରରେ ଦେଖିବାକୁ ମିଳିବ ଅପ୍ କମିଙ୍ଗ ଫିଲ୍ମ ଗବର ଇଜ୍  ବ୍ୟାକରେ ଚିତ୍ରଙ୍ଗଦାଙ୍କୁ ।