ବଲିଉଡର ନୂଆ ଫିଲ୍ମ, ପୁରୁଣା ରୋମାନସ

ଶହେ କୋଟି କ୍ଲବର ନିର୍ଦେଶକ ରୋହିତ ସେଟ୍ଟୀ ଏବେ ଏକ୍ସପେରିମେଣ୍ଟ କରୁଛନ୍ତି ଶାହରୁଖ ଖାନ ଏବଂ କାଜୋଲଙ୍କୁ ନେଇ ଫିଲ୍ମ ଦିଲୱାଲାରେ । ଏହି ଦସ୍ୱବ ରିଲ କପଲ ଆଗରୁ ଅନେକ ହିଟ ଦେଇସାରିଛନ୍ତି । ବଲିଉଡରେ ଏମାନଙ୍କ ରିଲ ରୋମାନ୍ସ କ୍ରିଏଟ କରିସାରିଛି ଏକଜାମ୍ପଲ । ମାତ୍ର ନିଜ ନିଜର ସେକେଣ୍ଡ ଇନିଂସରେ ଏହି ଦୁଇ ରୋମାଣ୍ଟିକ କପଲଙ୍କ ରୋମାନ୍ସ ଦେଖିବାକୁ ମକ୍ଟମକ୍ଟବ ଫିଲ୍ମ ଦିଲୱାଲେରେ । ରେଡ ଚିଲି ପ୍ରଡକ୍ସନ ଓ ରୋହିତ ସେଟ୍ଟୀଙ୍କ ପ୍ରଡକ୍ସନ ହାଉସର ମିଳିତ ଉଦ୍ୟମରେ ନିର୍ମିତ ହେଉଛି ଏହି ଫିଲ୍ମ । ମାର୍ଚ୍ଚ ୨୦ରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଲାଣି । ୨୦୧୫ ଖ୍ରୀଷ୍ଟମାସରେ ରିଲିଜ ହେବାର ପ୍ଲାନ ରହିଛି ଫିଲ୍ମ ଦିଲୱାଲେର ।